ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢ଼ିଲା। ଜେଲ୍ ଯାଇଥିବା ସଂଗ୍ରାମୀଙ୍କ ଭତ୍ତା ୬ରୁ ୧୦,୦୦୦କୁ ବୃଦ୍ଧି କରାଯାଇଛି। ସେହିପରି ଅଣବନ୍ଦୀ ସଂଗ୍ରାମୀଙ୍କ ଭତ୍ତା ୫ରୁ ୯,୦୦୦ ଟଙ୍କା ଓ ରାଜ୍ୟ ଟୋକନ୍ ପେନ୍‌ସନ୍‌ ପରିମାଣ ୪ରୁ ୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦିଆଯାଉଥିବା ପେନ୍‌ସନ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ପିଛିଲା ଭାବେ ଗତ […]

freedom fighter

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 04:31 PM IST

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢ଼ିଲା। ଜେଲ୍ ଯାଇଥିବା ସଂଗ୍ରାମୀଙ୍କ ଭତ୍ତା ୬ରୁ ୧୦,୦୦୦କୁ ବୃଦ୍ଧି କରାଯାଇଛି। ସେହିପରି ଅଣବନ୍ଦୀ ସଂଗ୍ରାମୀଙ୍କ ଭତ୍ତା ୫ରୁ ୯,୦୦୦ ଟଙ୍କା ଓ ରାଜ୍ୟ ଟୋକନ୍ ପେନ୍‌ସନ୍‌ ପରିମାଣ ୪ରୁ ୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦିଆଯାଉଥିବା ପେନ୍‌ସନ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ପିଛିଲା ଭାବେ ଗତ ଏପ୍ରିଲରୁ ଲାଗୁ ହେବ।

Related story