ପୋଲିଂ ବୁଥ୍‌ରେ ଲାଗିଛି ମୁଖ୍ୟମନ୍ତ୍ରୀ ଫୋଟ, ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ

ବାରିପଦା(ମାନିକ ଲାଲ ପାଣି): ପୋଲିଂ ବୁଥ୍‌ କେନ୍ଦ୍ର ଭିତରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ଫୋଟ ଚିତ୍ର। ପୋଲିଂ ବୁଥ୍‌ରେ ଏଭଳି ଚିତ୍ର ଦେଖି ଅସନ୍ତୋଷ ଝାଡିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନିଜର ପୈତୃକ ଗ୍ରାମ ମୟୂରଭଞ୍ଜ ଜିଲ୍ଲର ମୋରୋଡା ବ୍ଲକ୍‌ ଅନ୍ତର୍ଗତ ୮ନମ୍ବର ବୁଥ୍‌ ଖୁଣ୍ଟାପାଳ ପ୍ରାଥମିକ ବିଦ୍ୟାଳୟରେ ନିଜର ଭୋଟ ଦେଇଛନ୍ତି। ତେବେ ବୁଥ୍‌ ଭିତରେ ନବୀନ ପଟ୍ଟନାୟକଙ୍କ ବିରାଟ ଫୋଟ ଚିତ୍ରକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ […]

Baripada

Baripada

Manoranjan Sial
  • Published: Wednesday, 16 February 2022
  • Updated: 16 February 2022, 08:43 PM IST

ବାରିପଦା(ମାନିକ ଲାଲ ପାଣି): ପୋଲିଂ ବୁଥ୍‌ କେନ୍ଦ୍ର ଭିତରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ଫୋଟ ଚିତ୍ର। ପୋଲିଂ ବୁଥ୍‌ରେ ଏଭଳି ଚିତ୍ର ଦେଖି ଅସନ୍ତୋଷ ଝାଡିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।

ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନିଜର ପୈତୃକ ଗ୍ରାମ ମୟୂରଭଞ୍ଜ ଜିଲ୍ଲର ମୋରୋଡା ବ୍ଲକ୍‌ ଅନ୍ତର୍ଗତ ୮ନମ୍ବର ବୁଥ୍‌ ଖୁଣ୍ଟାପାଳ ପ୍ରାଥମିକ ବିଦ୍ୟାଳୟରେ ନିଜର ଭୋଟ ଦେଇଛନ୍ତି। ତେବେ ବୁଥ୍‌ ଭିତରେ ନବୀନ ପଟ୍ଟନାୟକଙ୍କ ବିରାଟ ଫୋଟ ଚିତ୍ରକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏନେଇ ସେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଜଣାଇଛନ୍ତି।

ନିଜର ମତଦାନ ସାବ୍ୟସ୍ତ କରିବା ପରେ କେନ୍ଦ୍ରମନ୍ତ୍ରୀ ଆଜି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ପରିଖିଛନ୍ତି। ଏହା ପରେ ସେ କହିଛନ୍ତି, ଭୋଟରଙ୍କ ସଂଖ୍ୟା ଅନୁଯାୟୀ ବୁଥ୍‌ରେ ଠିକ୍‌ ଭାବେ ବ୍ୟବସ୍ଥା କରାଯାଇନାହିଁ। ଲୋକମାନେ ଭୋଟ ଦେବା ପାଇଁ ଆସି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୋଟ ଦେବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣି ହତୋତ୍ସାହିତ କରିବାକୁ ଚେଷ୍ଟା କରୁଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story