କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ପାଇଁ କହିଲେ। ଘର ଭିତରେ ବା ବାହାରେ ଯେଉଁଠି ଥିଲେ ପ୍ରାର୍ଥନା ପାଇଁ ନିବେଦନ। ନୀରବ ପ୍ରାର୍ଥନା ସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ କହିଲେ ନବୀନ। କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ହେବ ଶପଥ କାର୍ଯ୍ୟକ୍ରମ। ମୁଁ ନିଜେ ଟିଭି ଓ ସୋଶାଲ ମିଡିଆରେ ଶପଥ ପାଠ କରାଇବି ବୋଲି […]

covid

covid

Manoranjan Sial
  • Published: Tuesday, 04 August 2020
  • Updated: 04 August 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ପାଇଁ କହିଲେ। ଘର ଭିତରେ ବା ବାହାରେ ଯେଉଁଠି ଥିଲେ ପ୍ରାର୍ଥନା ପାଇଁ ନିବେଦନ। ନୀରବ ପ୍ରାର୍ଥନା ସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ କହିଲେ ନବୀନ। କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ହେବ ଶପଥ କାର୍ଯ୍ୟକ୍ରମ। ମୁଁ ନିଜେ ଟିଭି ଓ ସୋଶାଲ ମିଡିଆରେ ଶପଥ ପାଠ କରାଇବି ବୋଲି ନବୀନ କହିଛନ୍ତି।

ଓଡ଼ିଶାରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଛି। ପ୍ରତିଦିନ ଗୋଟେ ପରେ ଗୋଟିଏ ଜୀବନ ନେଇ ଚାଲିଛି। ତେବେ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସେଠାରେ ଆଜି ୬ ଜଣଙ୍କ ଜୀବନ କରୋନାରେ ଯାଇଛି। ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୧୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏପରି ସମୟରେ ନୀରବ ପ୍ରାର୍ଥନା କୋଭିଡ୍‌ ଯୋଦ୍ଧାଙ୍କ ମନୋଭଳ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଆଜି ସୁଦ୍ଧା ରାଜ୍ୟରେ ୩୮୬୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩୦୭୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୪୩୪୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୪୨ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story