କରୋନା କଟକଣା ହଟିଲେ ମୁଁ ଆପଣମାନଙ୍କ ପାଖକୁ ଯିବି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ଗାଇଡ଼ଲାଇନ ସମସ୍ତେ ମାନିବାକୁ ପରାମର୍ଶ ଦେଲେ  ମୁଖ୍ୟମନ୍ତ୍ରୀ। ମୋ ପ୍ରତି ଆପଣମାନଙ୍କ ଭଲପାଇବା ମୁଁ ଭଲଭାବେ ଜାଣିଛି। ଆସିବାକୁ ଚାହିଁ ବି କରୋନା ଯୋଗୁଁ ଆପଣମାନେ ଆସିପାରିନାହାନ୍ତି। କରୋନା କଟକଣା ହଟିଲେ ମୁଁ ନିଶ୍ଚିତ ଆପଣମାନଙ୍କ ପାଖକୁ ଯିବି। ଆପଣମାନଙ୍କ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛୁ। ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛୁ। ତିର୍ତ୍ତୋଲରେ […]

naveen-patnik

naveen-patnik

Tapas Behera
  • Published: Wednesday, 28 October 2020
  • Updated: 28 October 2020, 05:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ଗାଇଡ଼ଲାଇନ ସମସ୍ତେ ମାନିବାକୁ ପରାମର୍ଶ ଦେଲେ  ମୁଖ୍ୟମନ୍ତ୍ରୀ। ମୋ ପ୍ରତି ଆପଣମାନଙ୍କ ଭଲପାଇବା ମୁଁ ଭଲଭାବେ ଜାଣିଛି। ଆସିବାକୁ ଚାହିଁ ବି କରୋନା ଯୋଗୁଁ ଆପଣମାନେ ଆସିପାରିନାହାନ୍ତି। କରୋନା କଟକଣା ହଟିଲେ ମୁଁ ନିଶ୍ଚିତ ଆପଣମାନଙ୍କ ପାଖକୁ ଯିବି।

ଆପଣମାନଙ୍କ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛୁ। ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛୁ। ତିର୍ତ୍ତୋଲରେ ମିଶନ ଶକ୍ତି ମାମାନେ ଭଲ କାମ କରିଛନ୍ତି, ମୁଁ ବହୁତ ଖୁସି।

ଏମିତି ଭଲ କାମ କରୁଥାନ୍ତୁ, ମୁଁ ଆପଣମାନଙ୍କ ସହ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ନବୀନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos