୨୦ରେ ହାଇ ଭୋଲ୍‌ଟେଜ୍ ଟକ୍କର; ପ୍ରଚାରକୁ ଓହ୍ଲାଇବେ ନବୀନ ଓ ସ୍ମୃତି ଇରାନୀ

ବରଗଡ଼ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରେ ବିଜେପୁରରେ ହେବ ହାଇ ଭୋଲ୍‌ଟେଜ୍ ଟକ୍କର। ଏଇ ଦିନ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବି ବିଜେପି ପାଇଁ ପ୍ରଚାର କରିବେ। ଏପର୍ଯ୍ୟନ୍ତ ବିଜେଡି ପାଇଁ ପ୍ରଚାର କରିବାକୁ ଆସି ନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ତାରିଖରୁ ଦୁଇ ଦିନିଆ ପ୍ରଚାର ଯୁଦ୍ଧକୁ ଓହ୍ଲେଇବେ। ସେଇଦିନ ବରପାଲିର ବିଭିନ୍ନ ସ୍ଥାନରେ ପ୍ରଚାର ପରେ ବରଗଡ଼ ସର୍କିଟ୍ ହାଉସ୍‌ରେ […]

bijepur

bijepur

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 08:37 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରେ ବିଜେପୁରରେ ହେବ ହାଇ ଭୋଲ୍‌ଟେଜ୍ ଟକ୍କର। ଏଇ ଦିନ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବି ବିଜେପି ପାଇଁ ପ୍ରଚାର କରିବେ।

ଏପର୍ଯ୍ୟନ୍ତ ବିଜେଡି ପାଇଁ ପ୍ରଚାର କରିବାକୁ ଆସି ନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ତାରିଖରୁ ଦୁଇ ଦିନିଆ ପ୍ରଚାର ଯୁଦ୍ଧକୁ ଓହ୍ଲେଇବେ। ସେଇଦିନ ବରପାଲିର ବିଭିନ୍ନ ସ୍ଥାନରେ ପ୍ରଚାର ପରେ ବରଗଡ଼ ସର୍କିଟ୍ ହାଉସ୍‌ରେ ରାତ୍ରିଯାପନ କରି ପୁଣି ପରଦିନ ଗାଇସିଲାଟ ଓ ବିଜେପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ।

ଅନ୍ୟପକ୍ଷରେ ନବୀନଙ୍କୁ କାଉଣ୍ଟର କରିବାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅସ୍ତ୍ର କରିବ ବିଜେପି। ୨୦ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସ୍ମୃତି ଗାଇସିଲାଟରେ ପ୍ରଚାର କରିବେ।

ଆଜି ଗାଇସିଲାଟ ଥିଲା ପ୍ରାଣକେନ୍ଦ୍ର

ଆଜି ଗାଇସିଲାଟ୍ ଥିଲା ତିନି ଦଳଙ୍କ ପ୍ରଚାରର ପ୍ରାଣକେନ୍ଦ୍ର।  ଭୋଟରଙ୍କୁ ଆକର୍ଷିତ କରିବାକୁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଆଜି ଶଗଡ଼ରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ପ୍ରଣୟଙ୍କ ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଶ୍ରୀକାନ୍ତ ଜେନା ମଧ୍ୟ ପ୍ରଚାର କରିଥିଲେ। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଓ ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେପି ପାଇଁ ପ୍ରଚାର କରିଥିଲା ବେଳେ ଆଜି ବି ସିନେ ଷ୍ଟାରଙ୍କୁ ଧରି ମୈଦାନ୍‌ରେ ଦମ୍ ଦେଖାଇଥିଲା ବିଜେଡି।

୨୪ ତାରିଖରେ ଭୋଟ୍। ତେଣୁ ପ୍ରଚାରକୁ ଆଉ ହାତରେ ମାତ୍ର ୪ ଦିନଥିବାରୁ ମୈଦାନ୍‌ରେ ଜି-ଜାନ୍ ଲଗାଇ ଦେଇଛନ୍ତି ପ୍ରାର୍ଥୀ ଓ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story