ଉପକୂଳ ସୁରକ୍ଷା ଚିନ୍ତା: ୪୦ଟି ବୋଟ୍‌ ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର

Ordigital Desk
  • Published: Friday, 20 October 2017
  • , Updated: 20 October 2017, 06:26 PM IST
<p>ଭୁବନେଶ୍ୱର: ଉପକୂଳ ସୁରକ୍ଷା ନେଇ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।</p> <p>ବୈଠକ ପରେ ଗୃହ ସଚିବ କହିଛନ୍ତି, &ldquo;ରାଜ୍ୟ ସରକାର ଉପକୂଳ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଅଧିକ ୪୦ଟି ବୋଟ୍&zwnj; ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି। ବର୍ତ୍ତମାନ ଥିବା ୧୫ଟି ବୋଟରୁ ୧୩ ବୋଟ୍ କାର୍ଯ୍ୟକ୍ଷମ ଅଛି।&rdquo;</p>

Related story