୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ ବିଭାଗ କର୍ମଚାରୀ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରିଛନ୍ତି । ସାପଟି ଜୟପାଟଣା ହାତିନଦୀ କୂଳରେ ଥିବା ଅବଦୁଲ ଗନିକଙ୍କ ପଡ଼ିଆରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ  ବିଭାଗୀୟ କର୍ମଚାରୀ ପହଞ୍ଚି ସାପଟିକୁ କାବୁ କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସାପଟିକୁ ଏକ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

snake-1

Niharika Rout
  • Published: Friday, 01 November 2019
  • , Updated: 01 November 2019, 02:47 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ ବିଭାଗ କର୍ମଚାରୀ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରିଛନ୍ତି । ସାପଟି ଜୟପାଟଣା ହାତିନଦୀ କୂଳରେ ଥିବା ଅବଦୁଲ ଗନିକଙ୍କ ପଡ଼ିଆରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ  ବିଭାଗୀୟ କର୍ମଚାରୀ ପହଞ୍ଚି ସାପଟିକୁ କାବୁ କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସାପଟିକୁ ଏକ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Related story