ଚକଡ଼ା ପୋକ ଆକ୍ରମଣ ପ୍ରାକୃତିକ ବିପର୍ଯ୍ୟୟ: ରିଲିଫ କୋଡ ଅନୁସାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚାଷରେ ରୋଗପୋକ ଲାଗିବା ଏକ ପ୍ରାକୃତିକ ବିପତ୍ତି । ଏଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ରିଲିଫ କୋଡ ଅନୁସାରେ ସହାୟତା ମିଳିବ ବୋଲି କହିଛନ୍ତି ଉନ୍ନୟନ କମିଶନର୍ ଆର୍. ବାଲକ୍ରିଷ୍ଣନ । ରାଜ୍ୟର ଅନେକ ସ୍ଥାନରେ ଧାନ ଚାଷରେ ଚକଡ଼ା ଲାଗି ପରିସ୍ଥିତି ଗୁରୁତର ହେବାରୁ ବାଲକ୍ରିଷ୍ଣନ ଆଜି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ, କୃଷି ଅଧିକାରୀଙ୍କ ଓ ଜିଲ୍ଲାସ୍ତରୀୟ କୃଷି ଅଧିକାରୀଙ୍କ ସହିତ ଭିଡିଓ କନ୍ଫରେସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହାପରେ ସେ କହିଛନ୍ତି […]

vlcsnap-2017-11-05-14h23m50s971-720x430

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 05:01 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚାଷରେ ରୋଗପୋକ ଲାଗିବା ଏକ ପ୍ରାକୃତିକ ବିପତ୍ତି । ଏଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ରିଲିଫ କୋଡ ଅନୁସାରେ ସହାୟତା ମିଳିବ ବୋଲି କହିଛନ୍ତି ଉନ୍ନୟନ କମିଶନର୍ ଆର୍. ବାଲକ୍ରିଷ୍ଣନ । ରାଜ୍ୟର ଅନେକ ସ୍ଥାନରେ ଧାନ ଚାଷରେ ଚକଡ଼ା ଲାଗି ପରିସ୍ଥିତି ଗୁରୁତର ହେବାରୁ ବାଲକ୍ରିଷ୍ଣନ ଆଜି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ, କୃଷି ଅଧିକାରୀଙ୍କ ଓ ଜିଲ୍ଲାସ୍ତରୀୟ କୃଷି ଅଧିକାରୀଙ୍କ ସହିତ ଭିଡିଓ କନ୍ଫରେସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହାପରେ ସେ କହିଛନ୍ତି କୃଷି ଓ ରାଜସ୍ୱ ବିଭାଗ ମିଳିତ ତଦନ୍ତ ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ବ୍ୟକ୍ତିଗତ ଭାବେ କ୍ଷତିପୂରଣ ମିଳିବ ବୋଲ ଘୋଷଣା କରାଯାଇଛି।

Related story