ଜଙ୍ଗଲ ବୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷିତ ହୋଇ ବି  ଜଙ୍ଗଲ ବୟ ପାଲଟିଥିବା ମାଲକାନଗିରିର ରାଜେଶ ମଣ୍ଡଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ। ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନଙ୍କୁ ଚିଠି ଲେଖି ରାଜେଶଙ୍କ ସମେତ ତାଙ୍କ କ୍ୟାମେରା କ୍ରିଉ ମେମ୍ବରଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସ୍ନେକ୍ ହେଲପ୍ ଲାଇନ୍ ‌ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ରାଜେଶ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଏଥିସହ ବନ୍ୟ ପ୍ରାଣୀ […]

jungle-2

Niharika Rout
  • Published: Friday, 06 November 2020
  • , Updated: 06 November 2020, 02:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷିତ ହୋଇ ବି  ଜଙ୍ଗଲ ବୟ ପାଲଟିଥିବା ମାଲକାନଗିରିର ରାଜେଶ ମଣ୍ଡଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ। ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନଙ୍କୁ ଚିଠି ଲେଖି ରାଜେଶଙ୍କ ସମେତ ତାଙ୍କ କ୍ୟାମେରା କ୍ରିଉ ମେମ୍ବରଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସ୍ନେକ୍ ହେଲପ୍ ଲାଇନ୍ ‌ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ରାଜେଶ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଏଥିସହ ବନ୍ୟ ପ୍ରାଣୀ ଶିକାର ପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।  ଉଚ୍ଚ ଶିକ୍ଷିତ ରାଜେଶ ଜଙ୍ଗଲରେ ପଶୁପକ୍ଷୀଙ୍କ ସହ ଜୀବନ ବିତାଉଛନ୍ତି। ଜଙ୍ଗଲରେ ଭୋକ ପରିସ୍ଥିତିରେ ବଞ୍ଚିବାର କୌଶଳ ଶିଖାଉଛନ୍ତି। ଭିଡିଓ ସୁଟିଂ କରି ୟୁଟୁବ୍‌ରେ ଅପଲୋଡ୍ କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

 

Related story