ଛେରା ପହଁରାକୁ ନେଇ ବିବାଦ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ରେ ରଥଯାତ୍ରାରେ ଛେରା ପହଁରାକୁ ନେଇ ବିବାଦ ଦେଖା ଦେଇଛି। ନୟାଗଡ ରାଜବଂଶର କିଏ ପ୍ରକୃତ ଦାୟଦ ଏବଂ ରଥରେ କିଏ ଛେରା ପହଁରା କରିବେ ତାକୁ ନେଇ ବିବାଦ ଉଗ୍ରରୂପ ନେଇଛି। ନୟାଗଡ଼ ରାଜବଂଶର ପରମ୍ପରା ଅନୁସାରେ ତତ୍କାଳୀନ ରାଜା କୃଷ୍ଣଚନ୍ଦ୍ର ସିଂ ମାନଧାତାଙ୍କ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ବ୍ରଜେନ୍ଦ୍ର ସିଂ ମାନଧାତା ରଥରେ ଛେରା ପହଁରା କାର୍ଯ୍ୟ କରି ଆସୁଥଲେ। ୨୦୧୨ରେ ରାଜା ବ୍ରଜେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ […]

nayagarh

nayagarh

Rakesh Mallick
  • Published: Friday, 13 July 2018
  • Updated: 13 July 2018, 09:52 PM IST

Sports

Latest News

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ରେ ରଥଯାତ୍ରାରେ ଛେରା ପହଁରାକୁ ନେଇ ବିବାଦ ଦେଖା ଦେଇଛି। ନୟାଗଡ ରାଜବଂଶର କିଏ ପ୍ରକୃତ ଦାୟଦ ଏବଂ ରଥରେ କିଏ ଛେରା ପହଁରା କରିବେ ତାକୁ ନେଇ ବିବାଦ ଉଗ୍ରରୂପ ନେଇଛି।

ନୟାଗଡ଼ ରାଜବଂଶର ପରମ୍ପରା ଅନୁସାରେ ତତ୍କାଳୀନ ରାଜା କୃଷ୍ଣଚନ୍ଦ୍ର ସିଂ ମାନଧାତାଙ୍କ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ବ୍ରଜେନ୍ଦ୍ର ସିଂ ମାନଧାତା ରଥରେ ଛେରା ପହଁରା କାର୍ଯ୍ୟ କରି ଆସୁଥଲେ। ୨୦୧୨ରେ ରାଜା ବ୍ରଜେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଯୁବରାଜ ଗଜେନ୍ଦ୍ର ସିଂ ମାନଧାତା ରଥରେ ଛେରା ପହଁରା କରିଆସୁଛନ୍ତି। କିନ୍ତୁ ଗତ ବର୍ଷ ରାଜା କୃଷ୍ଣଚନ୍ଦ୍ର ସିଂ ମାନଧାତାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ରାମେଶ୍ୱର ସିଂ କୋର୍ଟଙ୍କ ଅନୁମତି ଆଣି ରଥରେ ଛେରା ପହଁରା କରିଥିଲେ। ରାମେଶ୍ୱର ରାଜା ଭାବେ ଅଭିଷେକ ହୋଇ ନଥିବାରୁ ସେ ଛେରା ପହଁରା କରିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଯୁବରାଜ ଗଜେନ୍ଦ୍ର ସିଂ ମାନଧାତା ପୂର୍ବଭଳି ଛେରା ପହଁରା କରିବାକୁ ଅଞ୍ଚଳବାସୀ ଦାବି କରିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ରାମେଶ୍ୱର ସିଂ ହିଁ ଛେରା ପହଁରା କରିବେ ବୋଲି ଉପ ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story