ବାଲୁକା କଳାରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ (ଓଡ଼ିଶା ରିପୋର୍ଟର): ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ରେ GSAT-6A କମ୍ୟୁନିକେଶନ ସାଟେଲାଇଟକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଏହା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏହାର ଓଜନ ୨,୧୪୦ କେଜି ଓ ଲମ୍ବ ୪୯.୧ ମିଟର। ଶ୍ରୀହରିକୋଟାର ସେକେଣ୍ଡ ଷ୍ଟେସନ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏଥିପାଇଁ ବାଲୁକା କଳା ମାଧ୍ୟମରେ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। […]

isro

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 10:53 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ରେ GSAT-6A କମ୍ୟୁନିକେଶନ ସାଟେଲାଇଟକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଏହା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏହାର ଓଜନ ୨,୧୪୦ କେଜି ଓ ଲମ୍ବ ୪୯.୧ ମିଟର। ଶ୍ରୀହରିକୋଟାର ସେକେଣ୍ଡ ଷ୍ଟେସନ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏଥିପାଇଁ ବାଲୁକା କଳା ମାଧ୍ୟମରେ ଇସ୍ରୋର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପାରାଦୀପ ବେଚ୍‌ରେ ସେ ବାଲିରେ ଏକ ସାଟେଲାଇଟ ନିର୍ମାଣ କରି ତଳେ ‘କଂଙ୍ଗ୍ରାଚୁଲେସନ୍‌ ଇସ୍ରୋ’ ଲେଖିଛନ୍ତି।

Related story