ରଘୁନାଥପୁର ପାଇଁ କଂଗ୍ରେସର ପ୍ରଚାର କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ପରିଚାଳନା ପାଇଁ ରଘୁନାଥପୁର ବ୍ଲକ ନିମନ୍ତେ ଏକ କମିଟି ଗଠନ ହୋଇଛି। ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଚିରଞ୍ଜିବୀ ବିଶ୍ୱାଳଙ୍କ ସୁପାରିସ ଆଧାରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କମିଟିକୁ ଅନୁମୋଦନ କରିଛନ୍ତି। ଏହି କମିଟିରେ ଆବାହକ ଭାବେ ପ୍ରତିମା ମଲ୍ଲିକ ରହିଥିବାବେଳେ ସର୍ବେଶ୍ୱର ପଣ୍ଡା ସହଆବାହକ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ପ୍ରଶାନ୍ତ କୁମାର ଦାସ, ମନୋରଞ୍ଜନ ଜେନା, ଦେବବ୍ରତ ତ୍ରିପାଠୀ, […]

congress

Manoranjan Sial
  • Published: Thursday, 08 October 2020
  • , Updated: 08 October 2020, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ପରିଚାଳନା ପାଇଁ ରଘୁନାଥପୁର ବ୍ଲକ ନିମନ୍ତେ ଏକ କମିଟି ଗଠନ ହୋଇଛି। ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଚିରଞ୍ଜିବୀ ବିଶ୍ୱାଳଙ୍କ ସୁପାରିସ ଆଧାରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କମିଟିକୁ ଅନୁମୋଦନ କରିଛନ୍ତି। ଏହି କମିଟିରେ ଆବାହକ ଭାବେ ପ୍ରତିମା ମଲ୍ଲିକ ରହିଥିବାବେଳେ ସର୍ବେଶ୍ୱର ପଣ୍ଡା ସହଆବାହକ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ପ୍ରଶାନ୍ତ କୁମାର ଦାସ, ମନୋରଞ୍ଜନ ଜେନା, ଦେବବ୍ରତ ତ୍ରିପାଠୀ, କାଳନ୍ଦି ମହାନ୍ତି, ଆର୍ତତ୍ରାଣ ପଣ୍ଡା, ରୌନକ୍ ଅଲ୍ଲୀ ଖାଁ, ଶରତ ଚନ୍ଦ୍ର ବାରିକ, ଧିରେନ୍ଦ୍ରନାଥ ମଲ୍ଲିକ, ସମରାଜ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି, ବିଜନ କୁମାର ସ୍ୱାଇଁ, ଜ୍ଞାନରଂଜନ ପଟ୍ଟନାୟକ, ପ୍ରଭାକର ଜେନା, ସାଇପ୍ରଭଞ୍ଜନ ମହାପାତ୍ର, କାଶୀନାଥ ପଣ୍ଡା, ସରୋଜ କୁମାର ନାୟକ,ଜୈନେନ୍ଦ୍ର ମହାନ୍ତି, ଦୁର୍ଯ୍ୟୋଧନ ରାଉତ, ମାନସ ଗୋଚ୍ଛାୟତ, ଶରତ କୁମାର ରାଉତ, ତ୍ରିଲୋଚନ ରାଉତ ଓ ପ୍ରଭାସ କୁମାର ପଣ୍ଡା ପ୍ରମୁଖ ରହିଛନ୍ତି ବୋଲି ପିସିସି ପକ୍ଷରୁ ସୂଚନା ମିଳିଛି।

Related story