ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ମାନସ ମଙ୍ଗରାଜ

Ordigital Desk
  • Published: Sunday, 08 April 2018
  • , Updated: 08 April 2018, 01:19 PM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେଡିରେ ମିଶିଲେ କଂଗ୍ରେସ ନେତା ମାନସ ମଙ୍ଗରାଜ। ଆଜି ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ଯାଇ&nbsp; ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଦଳରେ ମିଶିଛନ୍ତି। ମାନସଙ୍କ ଯୋଗଦାନ ଦଳକୁ ଆହୁରି ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।</p> <p>ନବୀନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ମାନସ। ଏହି ମିଶ୍ରଣ ପର୍ବରେ ଅଥର୍ମନ୍ତ୍ରୀ ଶଶି ଭୂଷଣ ବେହେରା ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।</p>

Related story