ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ଶାସକ ବିଜେଡି ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି କଂଗ୍ରେସର ଏକ ପ୍ରତିନିଧି ଦଳ ତିର୍ତ୍ତୋଲ ଉପନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ଆଦର୍ଶ ଆଚରଣ ବିଧିର କିଭଳି ଖୋଲା ଉଲ୍ଲଘଂନ ହେଉଛି ସେ ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରାଯାଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର କୀର୍ତ୍ତନପୁର ଗାଁରେ […]

congress

congress

Tapas Behera
  • Published: Wednesday, 21 October 2020
  • Updated: 21 October 2020, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ଶାସକ ବିଜେଡି ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି କଂଗ୍ରେସର ଏକ ପ୍ରତିନିଧି ଦଳ ତିର୍ତ୍ତୋଲ ଉପନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ଆଦର୍ଶ ଆଚରଣ ବିଧିର କିଭଳି ଖୋଲା ଉଲ୍ଲଘଂନ ହେଉଛି ସେ ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରାଯାଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର କୀର୍ତ୍ତନପୁର ଗାଁରେ ଥିବା ସରକାରୀ ଘରକୁ ବିଜେଡି ନିଜର ନିର୍ବାଚନୀ କାର୍ଯ୍ୟାଳୟ କରିଛି।

ଉକ୍ତ ସରକାରୀ କୋଠାରେ ବିଜେଡି ତା’ର ନିର୍ବାଚନୀ କାର୍ଯ୍ୟାଳୟ ଖୋଲି ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଂଘନ କରୁଅଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ବିଷୟରେ ଅଭିଯୋଗ କଲେ ମଧ୍ୟ ସେ ନୀରବ ରହିବା ସହିତ ଏହାକୁ ନଜର ଅନ୍ଦାଜ କରୁଛନ୍ତି। ସରକାରୀ ଘରକୁ ଦଳୀୟ କାର୍ଯ୍ୟାଳୟ ଭାବରେ ଶାସକ ବିଜେଡି ବ୍ୟବହାର କରୁଥିଲାବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ  କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଲ୍ଲା ପ୍ରଶାସନ ସରକାରୀ ଦଳର ହାତବାରିସୀ ସାଜି ଏଭଳି ବେଆଇନ୍ କାମକୁ ସମର୍ଥନ ଜଣାଉଛି ବୋଲି ଏଥିରୁ ସ୍ପଷ୍ଟ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି।
ଏହି ପ୍ରତିନିଧି ଦଳରେ  ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ରଂଜିତ୍ ଦାଶ ଓ ଜିନେଶ ଦାସ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story