ତାରାଙ୍କ କଥା ସହିପାରିଲେନି କଂଗ୍ରେସ ବିଧାୟକ, କହିଲେ ଦଳ ଛାଡ଼ିଦେବି

କୋରାପୁଟ: ବିଧାୟକ ପଦ ଓ କଂଗ୍ରେସ ଦଳରୁ ଇସ୍ତଫା ଦେବା ପାଇଁ ଧମକ ଦେଇଛନ୍ତି କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଜୟପୁର ବିଧାୟକ ତାରା ବାହିନୀପତି ତାଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ସେ ଇସ୍ତଫା ଧମକ ଦେଇଛନ୍ତି। ଏନେଇ ସେ ରାହୁଲ ଗାନ୍ଧି, ପିସିସି ପ୍ରଭାରୀ ଓ ସଭାପତିଙ୍କୁ ମଧ୍ୟ ଜଣାଇଛନ୍ତି। ତାରାଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନ ନେଲେ ଇସ୍ତଫା ଦେବେ ବୋଲି ଶଗରିଆ କହିଛନ୍ତି। ଧର୍ଯ୍ୟର ସୀମା ଟପିଲେ […]

khabar-odisha-May-Krushna-Chandra--1-1D08C86C-16F2-4347-88F1-84B0DF55A3E5

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 07:14 PM IST

କୋରାପୁଟ: ବିଧାୟକ ପଦ ଓ କଂଗ୍ରେସ ଦଳରୁ ଇସ୍ତଫା ଦେବା ପାଇଁ ଧମକ ଦେଇଛନ୍ତି କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଜୟପୁର ବିଧାୟକ ତାରା ବାହିନୀପତି ତାଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ସେ ଇସ୍ତଫା ଧମକ ଦେଇଛନ୍ତି। ଏନେଇ ସେ ରାହୁଲ ଗାନ୍ଧି, ପିସିସି ପ୍ରଭାରୀ ଓ ସଭାପତିଙ୍କୁ ମଧ୍ୟ ଜଣାଇଛନ୍ତି। ତାରାଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନ ନେଲେ ଇସ୍ତଫା ଦେବେ ବୋଲି ଶଗରିଆ କହିଛନ୍ତି। ଧର୍ଯ୍ୟର ସୀମା ଟପିଲେ ଇସ୍ତଫା ଦେବା ସହ ଦଳ ଛାଡ଼ିବେ ବୋଲି ସେ କହିଛନ୍ତି।

 

Related story