ରାଜଧାନୀର ଫୁସ୍‌ଫୁସ୍‌କୁ କଟାଯିବା ପ୍ରସଙ୍ଗ: ବିରୋଧ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଫୁସ୍‌ଫୁସ୍‌ କୁହାଯାଉଥିବା ଏକାମ୍ର କାନନ ରୁ ୨୦ ଏକର ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗ ଇଞ୍ଚେ ବି ଜମି ନଛାଡ଼ିବା ପାଇଁ କଂଗ୍ରେସର ଚେତାବନୀ। ଏଥିସହ ଗୋଟିଏ ବି ଗଛ କଟାଇ ଦିଆଯିବନି ବୋଲି ଚେତାବନୀ ଦେଇଛି କଂଗ୍ରେସ। କଂଗ୍ରେସ ସମୟରେ ଏକାମ୍ର କାନନ ହୋଇଥିଲା ତାର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପରିବର୍ତ୍ତେ ସରକାର ଏହାକୁ ନଷ୍ଟ କରିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି। ନିଷ୍ପତ୍ତିକୁ ଆଗାମୀ ଦିନରେ ପ୍ରବଳ ବିରୋଧ ସହ […]

67-1

67-1

Tapas Behera
  • Published: Saturday, 31 October 2020
  • Updated: 31 October 2020, 04:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଫୁସ୍‌ଫୁସ୍‌ କୁହାଯାଉଥିବା ଏକାମ୍ର କାନନ ରୁ ୨୦ ଏକର ଜମିକୁ ଜିଏକୁ ଫେରାଇବା ପ୍ରସଙ୍ଗ ଇଞ୍ଚେ ବି ଜମି ନଛାଡ଼ିବା ପାଇଁ କଂଗ୍ରେସର ଚେତାବନୀ। ଏଥିସହ ଗୋଟିଏ ବି ଗଛ କଟାଇ ଦିଆଯିବନି ବୋଲି ଚେତାବନୀ ଦେଇଛି କଂଗ୍ରେସ। କଂଗ୍ରେସ ସମୟରେ ଏକାମ୍ର କାନନ ହୋଇଥିଲା ତାର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପରିବର୍ତ୍ତେ ସରକାର ଏହାକୁ ନଷ୍ଟ କରିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି। ନିଷ୍ପତ୍ତିକୁ ଆଗାମୀ ଦିନରେ ପ୍ରବଳ ବିରୋଧ ସହ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି। ଗତ ୧୩ ତାରିଖରେ ଉଦ୍ୟାନକୃଷି ନିର୍ଦ୍ଦେଶକ, ଏକାମ୍ର କାନନ ସହକାରୀ ନିର୍ଦ୍ଦେଶକଙ୍କୁ ଲେଖିଥିବା ଏ ଚିଠିରେ ସ୍ପଷ୍ଟ ଭାବେ କହିଥିଲେ ବିଲ୍ଡିଂ ଛିଡ଼ା ହୋଇଥିବା କେବଳ ୫ ଏକର ୭୭୫ ଡିସିମିଲ୍ ଜମିକୁ ଛାଡ଼ି ବାକି ସମସ୍ତ ୨୦ ଏକର ୧୯୨ ଡିସିମିଲ୍ ଜିଏ ଡିପାର୍ଟମେଣ୍ଟକୁ ଫେରାଅ ।

ତେବେ ଏଠି ପ୍ରଶ୍ନ, ହଠାତ୍ ଏତେ ପରିମାଣର ସବୁଜିମା ଅଞ୍ଚଳକୁ ନେଇ କଣ କରିବ ଜିଏ ଡିପାର୍ଟମେଣ୍ଟ ? କୃଷିଉଦ୍ୟାନ ବିଭାଗ ହାତରୁ ଜଙ୍ଗଲ ଜମି ଛଡ଼ାଇ ନେଇ ଆଉ କି କାମ କରିବାକୁ ଚାହୁଁଛି ସାଧାରଣ ପ୍ରଶାସନ ବିଭାଗ ? ୨୦ ଏକର ଜମିରେ ଜଙ୍ଗଲ ଉଜାଡି କୁଆଡ଼େ ଜିଏ ଡିପାର୍ଟମେଣ୍ଟ ବ୍ୟାବସାୟିକ ଉଦ୍ଦେଶ୍ୟରେ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ଯୋଜନା ରଖିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ପରିବେଶ କର୍ମୀ ମଧ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଏବେ କଂଗ୍ରେସ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story