କଂଗ୍ରେସ ଉପାଧ୍ୟକ୍ଷଙ୍କ ଦୁଇଦିନିଆ ଗସ୍ତ ସଫଳ: ପିସିସି ସଭାପତି ପ୍ରସାଦ ହରିଚନ୍ଦନ

  ଭୁବନେଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ସଫଳ ହୋଇଛି। ରାହୁଲଙ୍କ ଗସ୍ତ ପରେ ଓଡିଶାରେ ଲୋକେ ପୁଣି ଥରେ କଂଗ୍ରେସ ଆଡକୁ ଆକର୍ଷିତ ହୋଇଛନ୍ତି। ରାହୁଲଙ୍କ ଅଭିଭାଷଣ, କାର୍ଯ୍ୟଦକ୍ଷତା ଓ ମାର୍ଗଦର୍ଶନ ଯୋଗୁଁ କର୍ମୀ ଉତ୍ସାହିତ ହୋଇଛନ୍ତି।ଶନିବାର ରାହୁଲଙ୍କ ଓଡିଶା ଗସ୍ତ ନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି  ପ୍ରସାଦ ହରିଚନ୍ଦନଏହା କହିଛନ୍ତି। ଏହି ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି  ଯେ, […]

pcc pressmeet

pcc pressmeet

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 09:22 AM IST

Sports

Latest News

pcc pressmeetଭୁବନେଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ସଫଳ ହୋଇଛି। ରାହୁଲଙ୍କ ଗସ୍ତ ପରେ ଓଡିଶାରେ ଲୋକେ ପୁଣି ଥରେ କଂଗ୍ରେସ ଆଡକୁ ଆକର୍ଷିତ ହୋଇଛନ୍ତି। ରାହୁଲଙ୍କ ଅଭିଭାଷଣ, କାର୍ଯ୍ୟଦକ୍ଷତା ଓ ମାର୍ଗଦର୍ଶନ ଯୋଗୁଁ କର୍ମୀ ଉତ୍ସାହିତ ହୋଇଛନ୍ତି।ଶନିବାର ରାହୁଲଙ୍କ ଓଡିଶା ଗସ୍ତ ନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି  ପ୍ରସାଦ ହରିଚନ୍ଦନଏହା କହିଛନ୍ତି। ଏହି ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି  ଯେ, ଭୁବନେଶ୍ୱରେ ସ୍ୟାଟ୍ ବଦଳରେ ହାଇକୋର୍ଟ ସ୍ପେଶାଲ ସର୍ଭିସ୍ ବେଞ୍ଚ ପ୍ରତିଷ୍ଠା ହେବା ଦରକାର। ସ୍ୟାଟ୍ ଉଚ୍ଛେଦ ନେଇ ଶ୍ରୀ ମିଶ୍ର ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ସେ ପ୍ରଥମ ଦିନ ବରଗଡ ଜିଲ୍ଲା ଦେବାହାଲରେ ଚାଷୀ ବଞ୍ଚାଅ ପଦଯାତ୍ରା କରିବା ସହ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପର ଦିନ ଅଥାର୍ଥ ଶୁକ୍ରବାର ଦିନ ସେ କଟକ ଶିଶୁଭବନକୁ ଗସ୍ତ କରି ଶିଶୁମୃତ୍ୟୁର ଅନୁଧ୍ୟାନ କରିଥିଲେ। ଏହାପରେ ରାହୁଲ ଭୁବନେଶ୍ୱର କଂଗ୍ରେସ ଭବନକୁ ଆସି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story