ତଞ୍ଚକତା କରି କେମିତି ବୈଜୟନ୍ତଙ୍କୁ ଫସାଇବାକୁ କରାଯାଇଥିଲା କାରସାଦି, ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର ସିଲ୍ ନେଇ ପଦାରେ ପଡିଲା ସରକାରଙ୍କ ଷଡ଼ଯନ୍ତ୍ର। ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ମାମଲାରେ ବୈଜୟନ୍ତଙ୍କୁ ଡିଜିସିଏ ଶହେ ପ୍ରତିଶତ କ୍ଲିନ୍‌ଚିଟ୍ ଦେଇଛନ୍ତି। ହେଲିକପ୍ଟର ଉଡାଣରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା DGCA। ଗତମାସ ୧୫ ତାରିଖରେ ଇମ୍ଫାର ରବିନସନ୍ ଆର-୪୪ ହେଲିକପ୍ଟର ଭୁବନେଶ୍ୱର ଏୟାରପୋର୍ଟରୁ ଉଡାଣ ଆରମ୍ଭ କରି ରାଜହଂସ, […]

orr

orr

Tapas Behera
  • Published: Friday, 26 October 2018
  • Updated: 07 December 2018, 08:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର ସିଲ୍ ନେଇ ପଦାରେ ପଡିଲା ସରକାରଙ୍କ ଷଡ଼ଯନ୍ତ୍ର। ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ମାମଲାରେ ବୈଜୟନ୍ତଙ୍କୁ ଡିଜିସିଏ ଶହେ ପ୍ରତିଶତ କ୍ଲିନ୍‌ଚିଟ୍ ଦେଇଛନ୍ତି। ହେଲିକପ୍ଟର ଉଡାଣରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା DGCA।

ଗତମାସ ୧୫ ତାରିଖରେ ଇମ୍ଫାର ରବିନସନ୍ ଆର-୪୪ ହେଲିକପ୍ଟର ଭୁବନେଶ୍ୱର ଏୟାରପୋର୍ଟରୁ ଉଡାଣ ଆରମ୍ଭ କରି ରାଜହଂସ, ପୁରୀ ଓ କୋଣାର୍କ ଉପରେ ନନ୍‌ଷ୍ଟପ ଉଡିବା ପରେ ଗରଦପୁରରେ ଓହ୍ଲାଇଥିଲା। ହେଲିକପ୍‌ଟର ଉଡାଣ ସମୟକୁ ନେଇ ମଧ୍ୟ କୌଣସି ବ୍ୟତିକ୍ରମ ନଥିବା ଦର୍ଶାଇଛନ୍ତି ଡିଜିସିଏ।

ସେହିପରି ହେଲିକପ୍‌ଟର ବିପଦଜନକ ଭାବେ ନିର୍ଦ୍ଧାରିତ ଉଚ୍ଚତାଠାରୁ କମ୍ ଉଚ୍ଚତାରେ ଉଡିବା ଏବଂ ଚିଲିକା ହ୍ରଦରେ ଅବତରଣ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି ଡିଜିସିଏ କହିଛନ୍ତି। ତେଣୁ ଡିଜିସିଏଙ୍କ ନିୟମରେ କୌଣସି ଉଲ୍ଲଙ୍ଘନ ହୋଇ ନ ଥିବା ରିପୋର୍ଟରେ କୁହାଯାଇଛି। ରାଜ୍ୟ ସରକାର ପ୍ରତିହିଂସାପରାୟଣ ହୋଇ ବୈଜୟନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିବା ଏହି ରିପୋର୍ଟ ପ୍ରମାଣିତ କରିଛି।

ଥରେ ନଜର ପକାନ୍ତୁ କିଭଳି ତଞ୍ଚକତା କରି ବୈଜୟନ୍ତଙ୍କୁ ଫସାଇବାକୁ ରଚାଯାଇଥିଲା ଷଡ଼ଯନ୍ତ୍ର। ଗତ ସେପ୍ଟେମ୍ବର ୧୫ ତାରିଖରେ ଚିଲିକାରେ ଏକ ସି-ପ୍ଲେନ୍ ଉଡ଼ିଥିବା କଥା ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରଥମ ଖବର ପ୍ରକାଶ ପାଇଥିଲା। ତେବେ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍‌ଟର ନିର୍ଦ୍ଧାରିତ ଉଚ୍ଚତାଠାରୁ କମ୍ ଉଚ୍ଚରେ ଉଡିବା ଓ ଏହା ଯୋଗୁଁ ଜୈବ ବିବିଧତା ନଷ୍ଟ ହୋଇଥିବା ଅଭିଯୋଗ ‌ଆଣି ତା’ପରଦିନ ଅର୍ଥାତ ସେପ୍ଟେମ୍ବର ୧୭ରେ ପୁରୀ ଅରଖକୁଦା ମେରାଇନ ଥାନାରେ ଏତଲା ଦେଇଥିଲେ ଚିଲିକା ଉନ୍ନୟକ କର୍ତ୍ତୃପପକ୍ଷ(ସିଡିଏ)। ଏହି ଏତଲା ଆଧାରରେ ସେହି ଦିନ ସଂଧ୍ୟାରେ ପୁରୀ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ଥିବା ବୈଜୟନ୍ତଙ୍କ ହ୍ୟାଙ୍ଗର ସହ ତାଙ୍କର ୩ଟି ଯାକ ହେଲିକପ୍ଟର ସିଲ୍ କରିଥିଲା।

ତେବେ ଅରଖକୁଦ ଥାନାରେ ଦାଏର FIRରେ ପ୍ରଥମେ ସି-ପ୍ଲେନ୍ ଓ ପରେ ହେଲିକପ୍ଟର ଉଲ୍ଲେଖ କରାଯାଇଥିବା ନେଇ ପ୍ରଶ୍ନ ଉଠାଇଥିଲେ ବୈଜୟନ୍ତ। ଏପରିକି ଏତଲାରେ ଯେଉଁ ସମୟରେ ତାଙ୍କ ହେଲିକପ୍ଟର ଉ଼ଡ଼ିଥିବା କଥା ଉଲ୍ଲେଖ ଥିଲା, ସେ ସମୟରେ ତାଙ୍କ ହେଲିକପ୍‌ଟର ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିସାରିଥିବା ବୈଜୟନ୍ତ କହିଥିଲେ।

ପୂରା ଘଟଣାରେ ରାଜନୈତିକ ଅଭିସଦ୍ଧି ଜଳଜଳ ହୋଇ ଦିଶୁଥିବା ବେଳେ ଏବେ ନଜର, କେବେ ହ୍ୟାଙ୍ଗର ଖୋଲୁଛି ପୁରୀ ପୁଲିସ। କାରଣ, ଡିଜିସିଏ ଗତକାଲିଠାରୁ ରିପୋର୍ଟ ଦେଇସାରିଛନ୍ତି। କ୍ଷମତା ନ ଥାଇ ମଧ୍ୟ ହ୍ୟାଙ୍ଗର ସିଲ୍ କଲାବେଳେ ପୁଲିସ ଯେଭଳି ତତ୍ପରତା ଦେଖାଇଥିଲା ରିପୋର୍ଟ ମିଳିବା ପରେ ହ୍ୟାଙ୍ଗର ଖୋଲିବାକୁ ସେଭଳି ତତ୍ପରତା ଦେଖାଇବ, ନା ତୃତୀୟ ମହଲାର ନିର୍ଦ୍ଦେଶକୁ ଅପେକ୍ଷା କରିବ, ଏବେ ତା’ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story