ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ହାର କମୁଥିବା ବେଳେ କରୋନା ମୃତ୍ୟୁ କିନ୍ତୁ କମିବା ନାଁ ଧରୁନି। ଯାହାକି ଏବେ ଚିନ୍ତାଜନକ ବିଷୟ ପାଲଟିଛି। ରାଜ୍ୟରେ କରୋନାରେ ଆଉ  ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ରେ ପହଞ୍ଚି ଯାଇଛି। Regret to inform the demise of seventeen #COVID19 positive […]

corona-3.7

Niharika Rout
  • Published: Tuesday, 13 October 2020
  • , Updated: 13 October 2020, 11:31 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ହାର କମୁଥିବା ବେଳେ କରୋନା ମୃତ୍ୟୁ କିନ୍ତୁ କମିବା ନାଁ ଧରୁନି। ଯାହାକି ଏବେ ଚିନ୍ତାଜନକ ବିଷୟ ପାଲଟିଛି। ରାଜ୍ୟରେ କରୋନାରେ ଆଉ  ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ରେ ପହଞ୍ଚି ଯାଇଛି।

Related story