ରାଜ୍ୟରେ କରୋନାରେ ଆଖି ବୁଜିଲେ୧୪ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଗଲା ଆଉ ୧୪ ଜଣଙ୍କ ଜୀବନ। ସେଥିରେ ଖୋର୍ଦ୍ଧାରୁ ୩, କେନ୍ଦୁଝର ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୨, ବରଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ ଓ ସମ୍ବଲପୁରରେ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୧୨୫୯ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ପ୍ରକାଶ ପାଇଛି। ସେପଟେ ଆଜି ସୁଦ୍ଧା ରାଜ୍ୟରେ ୨,୮୨,୬୯୫ ଜଣ କରୋନାରେ […]

corona-2.1

Tapaswini Nayak
  • Published: Monday, 26 October 2020
  • , Updated: 26 October 2020, 12:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଗଲା ଆଉ ୧୪ ଜଣଙ୍କ ଜୀବନ। ସେଥିରେ ଖୋର୍ଦ୍ଧାରୁ ୩, କେନ୍ଦୁଝର ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୨, ବରଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ ଓ ସମ୍ବଲପୁରରେ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୧୨୫୯ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ପ୍ରକାଶ ପାଇଛି।

ସେପଟେ ଆଜି ସୁଦ୍ଧା ରାଜ୍ୟରେ ୨,୮୨,୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୬୪,୧୦୨ ସୁସ୍ଥ ହୋଇସାରିଲେଣି। ୧୭୧୮୧ ଜଣ ଚିକିତ୍ସାଧୀନ ଅଛନ୍ତି।

Related story