ଆର୍‌ଏସ୍‌ପି‌, ସିଆର୍‌ପିଏଫ୍‌ କ୍ୟାମ୍ପରେ ପଶିଲା ‘କରୋନା’

ସୁନ୍ଦରଗଡ଼ (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ୬୦ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ରାଉରକେଲା ମହାନଗର ଅଞ୍ଚଳରୁ ୫୦ ଜଣ ଅଛନ୍ତି। ବାକି ଦଶଜଣ ବିଶ୍ରା ବ୍ଲକ ଅଞ୍ଚଳର। ରାଉରକେଲାରେ ଚିହ୍ନଟ ହୋଇଥିବା ୫୦ ଆକ୍ରାନ୍ତଙ୍କ ଭିତରେ ୪୯ ଜଣ ‘କରୋନା’ ଲକ୍ଷଣ ଯୁକ୍ତ। ଏହାଛଡା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପରିସରରୁ ୧୦ ଜଣ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଉରକେଲାରେ ଥିବା CRPF କ୍ୟାମ୍ପରୁ ମଧ୍ୟ ୭ ‘କରୋନା’ ଅକ୍ରାନ୍ତ ଚିହ୍ନଟ […]

crpf-campes

crpf-campes

Manoranjan Sial
  • Published: Thursday, 23 July 2020
  • Updated: 23 July 2020, 05:54 PM IST

Sports

Latest News

ସୁନ୍ଦରଗଡ଼ (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ ଗୁରୁବାର ୬୦ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ରାଉରକେଲା ମହାନଗର ଅଞ୍ଚଳରୁ ୫୦ ଜଣ ଅଛନ୍ତି। ବାକି ଦଶଜଣ ବିଶ୍ରା ବ୍ଲକ ଅଞ୍ଚଳର। ରାଉରକେଲାରେ ଚିହ୍ନଟ ହୋଇଥିବା ୫୦ ଆକ୍ରାନ୍ତଙ୍କ ଭିତରେ ୪୯ ଜଣ ‘କରୋନା’ ଲକ୍ଷଣ ଯୁକ୍ତ। ଏହାଛଡା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପରିସରରୁ ୧୦ ଜଣ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଉରକେଲାରେ ଥିବା CRPF କ୍ୟାମ୍ପରୁ ମଧ୍ୟ ୭ ‘କରୋନା’ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଉରକେଲା ମହାନଗର ନିଗମର ଚିନ୍ତା ବଢ଼ାଇଛି। ଏହା ପରେ ରାଉରକେଲା ଇସ୍ପାତ କାରଖାନାର ପ୍ରଶାସନିକ ଭବନ ଓ କାରଖାନାର ବିଭିନ୍ନ ବିଭାଗକୁ ସାନିଟାଇଜ୍‌ କରାଯାଉଛି।

ରାଉରକେଲା ସହର ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ମହାନଗର ନିଗମ ପକ୍ଷରୁ ଆଣ୍ଟିଜେନ୍‌ ଟେଷ୍ଟ ସହ ଘରକୁ ଘର ସର୍ଭେ ଚାଲିଛି। ‘କରୋନା’ର କୌଣସି ଲକ୍ଷଣ

ଦେଖାଗଲେ, ଏହାକୁ ନଲୁଚାଇ ଯଥାଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story