ସାବଧାନ: କରୋନା ଆରମ୍ଭ କଲା ସେକେଣ୍ଡ ଇନିଂସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶାରେ ସୁସ୍ଥ ହେଉଥିବା ଲୋକଙ୍କୁ ପୁଣି ସଂକ୍ରମିତ କରୁଛି କରୋନା । ଜୀବ ବିଜ୍ଞାନ ପ୍ରତିଷ୍ଠାନ- ଆଇଏଏଲ୍ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି । କିନ୍ତୁ ଏହି ସଂଖ୍ୟା ବହୁତ୍ କମ୍ ଥିବା ସେ ସୂଚନା ଦେଇଛନ୍ତି । ହେଲେ ଏଭିତରେ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ବିକଶିତ ହୋଇ ସାରିଥିବା ନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା। ସେପଟେ ଆଇଏଲଏସ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ILSରେ ଟେଷ୍ଟ […]

2-corona-22

2-corona-22

Tapas Behera
  • Published: Friday, 30 October 2020
  • Updated: 30 October 2020, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶାରେ ସୁସ୍ଥ ହେଉଥିବା ଲୋକଙ୍କୁ ପୁଣି ସଂକ୍ରମିତ କରୁଛି କରୋନା । ଜୀବ ବିଜ୍ଞାନ ପ୍ରତିଷ୍ଠାନ- ଆଇଏଏଲ୍ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି । କିନ୍ତୁ ଏହି ସଂଖ୍ୟା ବହୁତ୍ କମ୍ ଥିବା ସେ ସୂଚନା ଦେଇଛନ୍ତି । ହେଲେ ଏଭିତରେ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ବିକଶିତ ହୋଇ ସାରିଥିବା ନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା। ସେପଟେ ଆଇଏଲଏସ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ILSରେ ଟେଷ୍ଟ କରିଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩/୪ ଜଣଙ୍କ ଠାରେ କରୋନା ରି- ଇନଫେକ୍ସନ୍ ହୋଇଛି।

ହେଲେ ଏହି ସଂଖ୍ୟା ବହୁତ କମ୍ ବୋଲି କହିବା ସହ ପୁନଃ ସଂକ୍ରମଣର କାରଣ ନେଇ ତର୍ଜମା ଚାଲିଥିବା ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ।  କିନ୍ତୁ ଆଗକୁ ଶୀତ ଦିନ ଆସୁଥିବାରୁ ସଜାଗ ନହେଲେ ସ୍ଥିତି ପୁଣି ବିଗିଡ଼ିଯାଇପାରେ ଏବଂ ଡିସେମ୍ବର କିମ୍ବା ଜାନୁଆରୀରେ ସଂକ୍ରମଣର ସେକେଣ୍ଡ ୱେଭ୍ ଆସିପାରେ ବୋଲି ସତର୍କ କରିଛନ୍ତି ବିଶେଷଜ୍ଞ।

ତେବେ ଏ ଭିତରେ କରୋନାରେ ରାଜ୍ୟର ସବୁଠୁ ଅଧିକ ପ୍ରଭାବିତ କ୍ୟାପିଟାଲ୍ ସିଟି ଭୁବନେଶ୍ୱର ପାଇଁ ଆସିଛି ଭଲ ଖବର । ଆରଏମଆରସି ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି । ଏହି ସର୍ଭେରୁ ରାଜଧାନୀର ୫୦ ପ୍ରତିଶତ ଲୋକଙ୍କୁ କରୋନା ଛୁଇଁ ସାରିଥିବା ବି ସ୍ପଷ୍ଟ ହୋଇଛି। ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିଲା, ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେରେ ଏହା ୫.୧ ପ୍ରତିଶତକୁ ବଢ଼ିଥିଲା । ଆଉ ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ହୋଇଥିଲା ୩ୟ ପର୍ଯ୍ୟାୟ। ସେରୋ ସର୍ଭେରୁ ଏହି ସଂଖ୍ୟା ୫୦ ପ୍ରତିଶତକୁ ବଢ଼ିଛି । ଯାହାକି ଭଲ ଖବର ବୋଲି କହିଛନ୍ତି ଆଇଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story