୩ କ୍ୱିଣ୍ଟାଲ୍ ମୂଲ୍ୟବାନ ରତ୍ନ ପଥର ଜବତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳର ପଲାସ ଗାଁରୁ ମୂଲ୍ୟବାନ ରତ୍ନ ପଥର ଜବତ କରାଯାଇଛି। ଜଣଙ୍କ ଘରୁ ୩ କ୍ୱିଣ୍ଟାଲ ଓଜନର ରତ୍ନପଥର ଜବତ ହୋଇଛି। ଏସ୍‌ଟିଏଫ୍ ଓ ଜୁନାଗଡ଼ ପୁଲିସ୍‌ର ମିଳିତ ଚଢ଼ଉ ବେଳେ ଏହି ପଥର ଜବତ କରାଯାଇଛି। ଏହାସହ ଥାନାରେ ଜଣକୁ ଅଟକ ରଖି ପୁଲିସ୍ ପଚରାଉଚରା କରାଯାଉଛି।

gem

gem

Jitendra Garnayak
  • Published: Monday, 13 July 2020
  • Updated: 13 July 2020, 01:56 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳର ପଲାସ ଗାଁରୁ ମୂଲ୍ୟବାନ ରତ୍ନ ପଥର ଜବତ କରାଯାଇଛି। ଜଣଙ୍କ ଘରୁ ୩ କ୍ୱିଣ୍ଟାଲ ଓଜନର ରତ୍ନପଥର ଜବତ ହୋଇଛି। ଏସ୍‌ଟିଏଫ୍ ଓ ଜୁନାଗଡ଼ ପୁଲିସ୍‌ର ମିଳିତ ଚଢ଼ଉ ବେଳେ ଏହି ପଥର ଜବତ କରାଯାଇଛି। ଏହାସହ ଥାନାରେ ଜଣକୁ ଅଟକ ରଖି ପୁଲିସ୍ ପଚରାଉଚରା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos