ଜୁଆ ଆଡ୍ଡାରୁ କାଉନସିଲରଙ୍କ ସମେତ ୨୫ ଜୁଆଡ଼ି ଗିରଫ: ୧.୯୦ ଲକ୍ଷ ଟଙ୍କା ଜବତ

ଜୟପୁର: ଜୁଆ ଆଡ୍ଡାରୁ ଧରାପଡ଼ିଲେ କାଉନସିଲର। କୋରାପୁଟ ଜିଲ୍ଲା ଜୟପୁରର ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ବେଳେ ଜୟପୁର ପୌରପାଳିକାର ଜଣେ କାଉନସିଲଙ୍କ ସହ ୨୫ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ କାଉନସିଲରଙ୍କ ନାଁ ଆଶୁତୋଷ ସନ୍ତାରା। ସେ ଜୟପୁର ପୌରପାଳିକା ୨୧ ନମ୍ବର ଓ୍ୱାର୍ଡରୁ ବିଜେଡି କାଉନସିଲର ଅଛନ୍ତି। ଏହି ଚଢ଼ାଉ ବେଳେ ପୋଲିସ ୧ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଛି।

arrest

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 04:04 AM IST

Related story