ଗଛରେ ପିଟି ହେଲା କାର୍‌; ସ୍ୱାମୀସ୍ତ୍ରୀ ମୃତ, ପୁଅ ଗୁରୁତର

Ordigital Desk
  • Published: Friday, 31 August 2018
  • , Updated: 31 August 2018, 03:35 AM IST
<p>ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏକ କାର୍&zwnj; ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।</p> <p>ମୃତକ ଦ୍ୱୟ ହେଲେ &nbsp;ଚୈତନ୍ୟ ପ୍ରସାଦ ମହାନ୍ତି ତାଙ୍କ ସ୍ତ୍ରୀ।</p> <p>ସେମାନଙ୍କ ପୁଅକୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।</p> <p>ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ୫ ଜଣ ଲୋକ ଥିଲେ। ସମସ୍ତେ ପୁରୀ ଜିଲ୍ଲା କାକଟପୁରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।</p>

Related story