୨୪ ଘଣ୍ଟାରେ ୧୦,୯୩୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବରା ବେଳେ ଲୋକାଲ କେସ୍ ହେଉଛି ୪୭୬୧। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି। Covid-19 Report For 24th May New Positive Cases: 10939In quarantine: 6178Local contacts: 4761 (Details of local contacts will be shared by concerned Dist Administration) District Wise […]

Covid19

Tapas Behera
  • Published: Tuesday, 25 May 2021
  • , Updated: 25 May 2021, 12:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବରା ବେଳେ ଲୋକାଲ କେସ୍ ହେଉଛି ୪୭୬୧। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି।

https://twitter.com/IPR_Odisha/status/1397018739585949707?s=20 

କଟକରୁ ୯୨୨, ଅନୁଗୁଳ- ୮୧୯, ଢେଙ୍କାନାଳ-୭୬୩, ମୟୂରଭଞ୍ଜ- ୬୦୪, ଯାଜପୁର- ୫୪୧, ସୁନ୍ଦରଗଡ଼- ୫୧୨, ବୌଦ୍ଧ- ୩୮୫, ବାଲେଶ୍ୱର- ୩୬୧ ଓ କେନ୍ଦ୍ରାପଡ଼ାରୁ ୩୨୩ ଜଣ ଚିହ୍ନଟ ହୋଇଛନ୍ତି।
https://twitter.com/IPR_Odisha/status/1397018745277542401?s=20

 

Related story