କୋଭିଡ କଟକଣା ମାନିଲେନି, ଆଦାୟ ହେଲା ୨୩ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ଓଡିଶା ପୁଲିସ ପକ୍ଷରୁ ଦିନକରେ ୨୩ ଲକ୍ଷ ୩୦ ହଜାର ୯ଶହ ଟଙ୍କା ଫାଇନ ଆଦାୟ ହୋଇଛି । ଗତକାଲି ସକାଳ ଠାରୁ ଆଜି ସକାଳ ମଧ୍ୟରେ ଅମାନିଆଙ୍କ ଠାରୁ ଏହି ଫାଇନ ଆଦାୟ କରାଯାଇଛି । ଏଥିସହ ୨୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦୫ଟି ଗାଡି ଜବତ କରାଯାଇଛି। କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୪ଟି ମାମଲା ରୁଜ୍ଜୁ ହୋଇଛି।  କୋଭିଡ୍ ସଂକ୍ରମଣବେଳେ ଅବହେଳା କଲେ ବିପଦପୂର୍ଣ୍ଣ […]

hkm

hkm

Tapas Behera
  • Published: Thursday, 17 June 2021
  • Updated: 17 June 2021, 04:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ଓଡିଶା ପୁଲିସ ପକ୍ଷରୁ ଦିନକରେ ୨୩ ଲକ୍ଷ ୩୦ ହଜାର ୯ଶହ ଟଙ୍କା ଫାଇନ ଆଦାୟ ହୋଇଛି । ଗତକାଲି ସକାଳ ଠାରୁ ଆଜି ସକାଳ ମଧ୍ୟରେ ଅମାନିଆଙ୍କ ଠାରୁ ଏହି ଫାଇନ ଆଦାୟ କରାଯାଇଛି । ଏଥିସହ ୨୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦୫ଟି ଗାଡି ଜବତ କରାଯାଇଛି।

କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୪ଟି ମାମଲା ରୁଜ୍ଜୁ ହୋଇଛି।  କୋଭିଡ୍ ସଂକ୍ରମଣବେଳେ ଅବହେଳା କଲେ ବିପଦପୂର୍ଣ୍ଣ ହୋଇପାରେ।  ଏଥିପାଇଁ ସମସ୍ତେ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ଓଡିଶା ପୁଲିସ ପକ୍ଷରୁ ଅପିଲ କରାଯାଇଛି।

ଅନ୍ୟପଟେ ଲକଡାଉନରେ ଅମାନିଆଙ୍କୁ ସାବାଡ଼ ନେଇ ପୁଲିସ ଡିଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ପହିଲା ଠାରୁ ଏଯାଏ ୫ ଲକ୍ଷ ୩୦ ହଜାର ଅମାନିଆଙ୍କୁ ଧରାଗଲାଣି। ସେମାନଙ୍କ ଠାରୁ ମୋଟ ୧୬ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। କଟକଣା ଉଲ୍ଲଂଘନ କରିବା ନେଇ ୩୯୭୯ ଦୋକାନ ସିଲ୍ କରାଯାଇଛି। ଉଲ୍ଲଂଘନକାରୀ ଦୋକାନୀଙ୍କ ଠାରୁ ୪୭ ଲକ୍ଷ ଫାଇନ ଆଦାୟ ହୋଇଛି। ୧୪୮୬ ଅମାନିଆ ଗିରଫ ହୋଇଛନ୍ତି। ୩୧, ୭୫୮ ଗାଡ଼ି ଜବତ ହୋଇଛି। କୋଭିଡ଼ କଟକଣା ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ ଡିଜି ଅଭୟ।

ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୬୯  କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫୬୨ ଲୋକାଲ୍‌ କେସ୍‌ ରହିଛି। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୨୬୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୦୪, ବରଗଡ଼ରୁ ୫୦, ଭଦ୍ରକରୁ ୧୭୮, ବଲାଙ୍ଗିରରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୧୨, ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୦୬, ନୂଆପଡ଼ାରୁ ୧୯, ପୁରୀରୁ ୧୯୯, ରାୟଗଡ଼ାରୁ ୭୯, ସମ୍ୱଲପୁରରୁ ୩୭, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୮୩ ଓ ଷ୍ଟେଟ୍‌ ପୁଲରୁ ୬୪ ଜଣ ମହାମାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ମହାମାରୀ କରୋନାରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story