ବାରିପଦାରେ କୋଭିଡ୍‌ ହସ୍ପିଟାଲ୍‌ ଲୋକାର୍ପିତ

ବାରିପଦା (ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ଆଜି କୋଭିଡ୍‌-୧୯ ହସ୍ପିଟାଲ୍‌ ଲୋକାର୍ପିତ ହୋଇଛି। କିମ୍‌ସ ପରିସରରେ ପ୍ରତିଷ୍ଠା ହୋଇଥିବା ଏହି ହସ୍ପିଟାଲ୍‌ରେ ୨୦୦ ବେଡ୍‌ ସହିତ ୧୦ଟି ଆଇସିୟୁ ରହିଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ କିମ୍‌ସ କର୍ତ୍ତୃପକ୍ଷ ଯୋଗଦେଇ ହସ୍ପିଟାଲ୍‌କୁ ଲୋକାର୍ପିତ କରିଛନ୍ତି। ଏଠାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ୍‌ ମେଡିକାଲ୍‌ରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏପରିକି ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାର ସୁବିଧା […]

baripada.jpg1

baripada.jpg1

Manoranjan Sial
  • Published: Wednesday, 15 April 2020
  • Updated: 15 April 2020, 06:11 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ଆଜି କୋଭିଡ୍‌-୧୯ ହସ୍ପିଟାଲ୍‌ ଲୋକାର୍ପିତ ହୋଇଛି। କିମ୍‌ସ ପରିସରରେ ପ୍ରତିଷ୍ଠା ହୋଇଥିବା ଏହି ହସ୍ପିଟାଲ୍‌ରେ ୨୦୦ ବେଡ୍‌ ସହିତ ୧୦ଟି ଆଇସିୟୁ ରହିଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ କିମ୍‌ସ କର୍ତ୍ତୃପକ୍ଷ ଯୋଗଦେଇ ହସ୍ପିଟାଲ୍‌କୁ ଲୋକାର୍ପିତ କରିଛନ୍ତି। ଏଠାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ୍‌ ମେଡିକାଲ୍‌ରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏପରିକି ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାର ସୁବିଧା ସୁବିଧା ସୁଯୋଗ ଜିଲ୍ଲା ତଥା ଜିଲ୍ଲା ବାହାର ରୋଗୀମାନେ ନେଇପାରିବେ।

ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଛନ୍ତି-“ଭଗବାନଙ୍କୁ କୃପାରୁ ଏହି ଜିଲ୍ଲାରେ କୌଣସି ଲୋକ କରୋନାରେ ଆକ୍ରାନ୍ତ ନହୁଅନ୍ତୁ। ତଥାପି ଜିଲ୍ଲା ପ୍ରଶାସନ ସତର୍କ ରହିଛି। ପ୍ରତି ବ୍ଲକ ଓ ପଞ୍ଚାୟତରେ ଲୋକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ଆବଶ୍ୟକ ପଡ଼ିଲେ ରକ୍ତ ଓ ସ୍ୱାବ୍‌ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ଯଦି କାହାକୁ ଜ୍ୱର ହେଉଛି, ସେଠାରେ ମେଡିକାଲ୍‌ ଟିମ୍‌ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story