୨୦ରୁ ବିଧାନସଭା ଶୀତ ଅଧିବେଶନ; ତା’ପୂର୍ବରୁ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ। କରୋନା କଟକଣାକୁ ଆଖି ଆଗରେ ରଖି ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ସୂଚନା ଦେଇ ବାଚସ୍ପତି କହିଛନ୍ତି, ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ୧୭, ୧୮, ୧୯ ତାରିଖରେ ସଦସ୍ୟ ଓ ବ୍ୟକ୍ତିଗତ ସଚିବଙ୍କ କୋଭିଡ ଟେଷ୍ଟ କରାଯିବ। ଏହାପରେ ବିଧାୟକଙ୍କ ସହାୟକ ଓ ବିଧାନସଭା […]

assembly

assembly

Niharika Rout
  • Published: Tuesday, 10 November 2020
  • Updated: 10 November 2020, 02:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ। କରୋନା କଟକଣାକୁ ଆଖି ଆଗରେ ରଖି ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ଏନେଇ ସୂଚନା ଦେଇ ବାଚସ୍ପତି କହିଛନ୍ତି, ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ୧୭, ୧୮, ୧୯ ତାରିଖରେ ସଦସ୍ୟ ଓ ବ୍ୟକ୍ତିଗତ ସଚିବଙ୍କ କୋଭିଡ ଟେଷ୍ଟ କରାଯିବ। ଏହାପରେ ବିଧାୟକଙ୍କ ସହାୟକ ଓ ବିଧାନସଭା କର୍ମଚାରୀଙ୍କ ଟେଷ୍ଟ ହେବ। ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ।

ବିଧାନସଭା ଚାଲିଥିବା ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ଟେଷ୍ଟ ହେବ। ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯିବ। ଏଥର ମଧ୍ୟ ସଦସ୍ୟ ଭିଡିଓ କନଫରେନ୍ସିଂରେ ଭାଗ ନେଇପାରିବେ।

ପୂର୍ବ ଅଧିବେଶରେ ପ୍ରଶ୍ନକାଳ ବାତିଲ ହୋଇଥିବା ବେଳେ ଏହାକୁ ବିରୋଧିମାନେ ତୀବ୍ର ସମାଲୋଚନା କରିଥିଲେ। ତେଣୁ ଚଳିତ ଅଧିବେଶନରେ ପ୍ରଶ୍ନକାଳ ବାତିଲ କରାଯିବ ନା ଚାଲୁ ରହିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନି।

ସୂଚନାଯୋଗ୍ୟ,  କରୋନା ମହାମାରୀ ସମୟରେ ଗତ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ସେତେବେଳେ ମଧ୍ୟ ବିଧାୟକଙ୍କ ସମେତ ସମସ୍ତ କର୍ମଚାରୀ, ସାମ୍ବାଦିକ, ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story