କରୋନା ମାଡ଼: ଦୁର୍ଦ୍ଦିନରେ ପୂଜକ

ପୁରୀ/ଯାଜପୁର/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବିଶ୍ୱକଲ୍ୟାଣ ପାଇଁ ବିଶ୍ୱନିୟନ୍ତାଙ୍କୁ ଗୁହାରୀ କରୁଥିବା ପୂଜକ କୂଳ ଆଜି ଦୁର୍ଦ୍ଦିନରେ । କରୋନାର ପ୍ରଥମ ଲହରବେଳେ ଭକ୍ତଙ୍କ ପାଇଁ ମନ୍ଦିରରେ ତାଲା ପଡ଼ିବା ପରେ ଉଜୁଡ଼ି ଯାଇଥିଲା ଜୀବିକା। ସେହି ସଙ୍କଟରୁ ମୁକୁଳିବା ଆଗରୁ ପୁଣି ଏବେ ପାହାର ପକାଇଛି ଦ୍ୱିତୀୟ ଲହର । ମନ୍ଦିର ଗୁଡ଼ିକ ସର୍ବସାଧାରଣ ଦର୍ଶନ ବନ୍ଦ ପରେ ଭୁଶୁଡ଼ି ଯାଇଛି ଆର୍ଥିକ ମେରୁଦଣ୍ଡ । ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଯାଜପୁରର ବିରଜା ପୀଠରୁ ଜୟପୁରର ଭଗବତୀ […]

Temple

Temple

Tapas Behera
  • Published: Wednesday, 09 June 2021
  • Updated: 09 June 2021, 08:56 PM IST

Sports

Latest News

ପୁରୀ/ଯାଜପୁର/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବିଶ୍ୱକଲ୍ୟାଣ ପାଇଁ ବିଶ୍ୱନିୟନ୍ତାଙ୍କୁ ଗୁହାରୀ କରୁଥିବା ପୂଜକ କୂଳ ଆଜି ଦୁର୍ଦ୍ଦିନରେ । କରୋନାର ପ୍ରଥମ ଲହରବେଳେ ଭକ୍ତଙ୍କ ପାଇଁ ମନ୍ଦିରରେ ତାଲା ପଡ଼ିବା ପରେ ଉଜୁଡ଼ି ଯାଇଥିଲା ଜୀବିକା। ସେହି ସଙ୍କଟରୁ ମୁକୁଳିବା ଆଗରୁ ପୁଣି ଏବେ ପାହାର ପକାଇଛି ଦ୍ୱିତୀୟ ଲହର । ମନ୍ଦିର ଗୁଡ଼ିକ ସର୍ବସାଧାରଣ ଦର୍ଶନ ବନ୍ଦ ପରେ ଭୁଶୁଡ଼ି ଯାଇଛି ଆର୍ଥିକ ମେରୁଦଣ୍ଡ । ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଯାଜପୁରର ବିରଜା ପୀଠରୁ ଜୟପୁରର ଭଗବତୀ ମନ୍ଦିର, ସବୁଠି ଘୋର ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ପୂଜକ ଏବଂ ସେବାୟତ।  ଅନେକ ସେବାୟତଙ୍କ ଅବସ୍ଥା ଏଭଳି ସେମାନେ ଓଳିଏ ଖାଇ ଓଳିଏ ଉପାସରେ ରହୁଛନ୍ତି।

କାରଣ ସେବା ପୂଜାରେ ଭକ୍ତଙ୍କଠାରୁ ଯାହା କିଛି ଅର୍ଥ ମିଳିଥାଏ ହାତକୁ।  ହେଲେ ଆଜିକୁ ଦୀର୍ଘ ମାସ ହୋଇ ଗଲାଣି ଭକ୍ତଶୂନ୍ୟ ହୋଇପଡ଼ିଛି ମନ୍ଦିର, ଦକ୍ଷିଣା ବିହୀନ ହୋଇଛନ୍ତି ସେବାୟତ।  ଜୟପୁରର ଶ୍ରୀଜଗନ୍ନାଥ ମନ୍ଦିର ହେଉ କିମ୍ବା ମାଭଗବତୀଙ୍କ ମନ୍ଦିର ।

ସବୁଠି ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି ପୂଜକ। ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିରର ପୂଜକଙ୍କ ବି ସମାନ ଅବସ୍ଥା । ମନ୍ଦିର ବନ୍ଦ ଯୋଗୁ ଦାନ ନାହିଁ କି ଦକ୍ଷିଣା ନାହିଁ। ତେଣୁ ମୁଖ୍ୟ ପୂଜକଙ୍କ କ୍ଷୋଭ, ରାସ୍ତାକଡ ବେପାରୀଙ୍କ ପାଇଁ ସରକାରୀ ସହାୟତା, କିନ୍ତୁ ଧର୍ମ ଓ ସଂସ୍କୃତିର ରକ୍ଷା ସହ ବିଶ୍ୱର ମଙ୍ଗଳକାମନା କରୁଥିବା ପୂଜକଙ୍କ ପ୍ରତି ସରକାର ଚିନ୍ତା କରୁନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story