ଗୁହାଳରେ ଲାଗିଲା ନିଆଁ; ଜଳିଗଲେ ୧୨ ଗାଈ, ୪ ଛେଳି

ସାଲେପୁର (ମନୋଜ ଆଚାର୍ଯ୍ୟ ): କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ରବୀନ୍ଦ୍ର ଦାସଙ୍କ ଗୁହାଳରେ ନିଆଁ ଲାଗି ୧୨ଟି ଗାଈ ଓ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଗଟିଥିବା ବେଳେ ମଶାବତୀରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗୁହାଳରେ ଜାଳ ଘସି ଥିବାରୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା।  ଗାଁ ଲୋକେ ରାତିରେ ଗୁହାଳ ଜଳୁଥିବା ଦେଖି ଅଗ୍ନିଶମ […]

salepur

salepur

Niharika Rout
  • Published: Thursday, 29 August 2019
  • Updated: 29 August 2019, 11:20 AM IST

ସାଲେପୁର (ମନୋଜ ଆଚାର୍ଯ୍ୟ ): କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ରବୀନ୍ଦ୍ର ଦାସଙ୍କ ଗୁହାଳରେ ନିଆଁ ଲାଗି ୧୨ଟି ଗାଈ ଓ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଗଟିଥିବା ବେଳେ ମଶାବତୀରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଗୁହାଳରେ ଜାଳ ଘସି ଥିବାରୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା।  ଗାଁ ଲୋକେ ରାତିରେ ଗୁହାଳ ଜଳୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos