ଆପ୍‌ର ବିଜୁଳି ସତ୍ୟାଗ୍ରହକୁ ସିପିଆଇ(ଏମ୍)ର ସମର୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆପ୍ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଅନଶନ ସତ୍ୟାଗ୍ରହ ଷଷ୍ଠ ଦିନରେ ପହଞ୍ଚିଛି। ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା, ବିଦ୍ୟୁତ୍ ଦରବୃଦ୍ଧି ପ୍ରତ୍ୟାହାର କରିବା ଓ ବିତରକ କମ୍ପାନୀ ଗୁଡ଼ିକର ସିଏଜି ଅଡିଟ୍ କରିବା ଦାବିରେ ଶ୍ରୀ ମହାପାତ୍ର ଗତ ୭ ଠାରୁ ଅନଶନରେ ବସିଛନ୍ତି । ଏହି ସତ୍ୟାଗ୍ରହ ପ୍ରତି ଜନସାଧାରଣଙ୍କ ତରଫରୁ ସମର୍ଥନ ବଢ଼ି ଚାଲିଛି । ଏହି କ୍ରମରେ ସିପିଆଇ […]

fvb

fvb

Tapas Behera
  • Published: Monday, 12 April 2021
  • Updated: 12 April 2021, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆପ୍ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଅନଶନ ସତ୍ୟାଗ୍ରହ ଷଷ୍ଠ ଦିନରେ ପହଞ୍ଚିଛି। ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା, ବିଦ୍ୟୁତ୍ ଦରବୃଦ୍ଧି ପ୍ରତ୍ୟାହାର କରିବା ଓ ବିତରକ କମ୍ପାନୀ ଗୁଡ଼ିକର ସିଏଜି ଅଡିଟ୍ କରିବା ଦାବିରେ ଶ୍ରୀ ମହାପାତ୍ର ଗତ ୭ ଠାରୁ ଅନଶନରେ ବସିଛନ୍ତି । ଏହି ସତ୍ୟାଗ୍ରହ ପ୍ରତି ଜନସାଧାରଣଙ୍କ ତରଫରୁ ସମର୍ଥନ ବଢ଼ି ଚାଲିଛି ।

ଏହି କ୍ରମରେ ସିପିଆଇ (ଏମ୍) ତରଫରୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ଓ ସୁରେଶ ପାଣିଗ୍ରାହୀ ସତ୍ୟାଗ୍ରହ ସ୍ଥଳୀରେ ପହଞ୍ଚି ଦାବି ଓ ସତ୍ୟାଗ୍ରହକୁ ସମର୍ଥନ ଜଣାଇଥିଲେ । ଶ୍ରୀ ପତି ବିଜୁଳି କ୍ଷେତ୍ରରେ ଆପ୍ ସରକାର ନେଇଥିବା ପଦକ୍ଷେପର ପ୍ରଶଂସା କରିଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ରରେ ହୋଇଆସୁଥିବା ଗ୍ରାହକ ଶୋଷଣ, ଦୁର୍ନୀତି ଏବଂ ଏହା ବିରୁଦ୍ଧରେ ତାଙ୍କ ଦଳ ତରଫରୁ ହୋଇଥିବା ପ୍ରତିବାଦ ଆନ୍ଦୋଳନର ସଂକ୍ଷିପ୍ତ ଇତିହାସ ରଖିଥିଲେ । ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇଦେବା ପାଇଁ ଦାବି କରାଯିବ ବୋଲି ସେ କହିଥିଲେ ।

ନିଶିକାନ୍ତ ମହାପାତ୍ର ସିପିଏମ ନେତାମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ । ଏତଦବ୍ୟତୀତ ଏହି ସତ୍ୟାଗ୍ରହକୁ ସମର୍ଥନ ଜଣାଇ ବିଭିନ୍ନ ସାମାଜିକ କାର୍ଯ୍ୟକର୍ତ୍ତା, ସ୍ତମ୍ବକାର ଓ ବୁଦ୍ଧିଜୀବିମାନେ ସତ୍ୟାଗ୍ରହ ସ୍ଥଳୀକୁ ଆସୁଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏଥିପ୍ରତି ବିପୁଳ ସମର୍ଥନ ମିଳୁଛି । ଆପ୍ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା, ପୋଷ୍ଟରିଂ,ମାନବ ବ୍ୟାନର ଓ ପ୍ରଚାରପତ୍ର ବଣ୍ଟନ କାମକୁ ଆହୁରି ଜୋରଦାର କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story