ହୋଲିରେ ବାଣ ବିସ୍ଫୋରଣ, ୨ଗୁରୁତର

ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଓକରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାଣ ବିସ୍ଫୋରଣ ହେବାରୁ ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି। ବାଣ ରହିଥିବା ଏକ ଗାଡ଼ିରେ ନିଆଁ ଲାଗିଯାଇ ଏହି ବିସ୍ଫୋରଣ ହୋଇଥିଲା। ହାତୀ ଘଉଡ଼ାଇବାକୁ ବନ କର୍ମଚାରୀମାନେ ଏକ ଗାଡ଼ିରେ ବାଣ ରଖିଥିବା ନେଇ ସୂଚନା ମିଳିଛି।  କୌଣସି କାରଣ ବଶତଃ ବାଣରେ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

cracker

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 02:20 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଓକରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାଣ ବିସ୍ଫୋରଣ ହେବାରୁ ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି। ବାଣ ରହିଥିବା ଏକ ଗାଡ଼ିରେ ନିଆଁ ଲାଗିଯାଇ ଏହି ବିସ୍ଫୋରଣ ହୋଇଥିଲା।

ହାତୀ ଘଉଡ଼ାଇବାକୁ ବନ କର୍ମଚାରୀମାନେ ଏକ ଗାଡ଼ିରେ ବାଣ ରଖିଥିବା ନେଇ ସୂଚନା ମିଳିଛି।  କୌଣସି କାରଣ ବଶତଃ ବାଣରେ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

https://www.youtube.com/watch?v=PEO-ZEL0q1I

Related story