ସିଆରସିଙ୍କୁ ଜାଳିଦେଲେ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 07:48 AM IST
<p>ଜୟପୁର( ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଡାଙ୍ଗରା ନିକଟ ଜଙ୍ଗଲରୁ ଜଣେ ସିଆରସିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ସିଆରସି ହେଲେ ଆମ୍ବାଗୁଡ଼ାର ସନ୍ଦୀପ ସିଲ୍। ସେ ଗତକାଲିଠୁ ନିଖୋଜ ଥିଲେ। ତାଙ୍କ ମୃତଦେହ ପାଖରେ ଏକ ବାଇକ୍ ପଡ଼ିଛି। କେହି ତାଙ୍କୁ ଜୀବନ୍ତ ଜାଳି ଦେଇଥିବା ସନ୍ଦେହ କରାଯାଉଛି। ମୃତ ସନ୍ଦୀପଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଛି।ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story