ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା: ଆତଙ୍କିତ କେନ୍ଦ୍ରାପଡ଼ାବାସୀ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଭିତରକନିକା ଅଭୟାରଣ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା। ଗୋଟିଏ ବର୍ଷ ଭିତରେ ଅଭୟାରଣ୍ୟରେ ୨୦ରୁ ଅଧିକ କୁମ୍ଭୀର ବସା ବଢ଼ିଥିବା ନେଇ ବନ ବିଭାଗର ସୂଚନା ଦେଇଛି। କନିକା ରେଞ୍ଜରେ ୮୪, ରାଜନଗରରେ ୧୩, ଗହିରମଥାରେ ୩ ଓ ମହାକାଳପଡ଼ାରେ ଗୋଟିଏ କୁମ୍ଭୀର ବସା ଚିହ୍ନଟ ହୋଇଛି। ଗତବର୍ଷ ଭିତରକନିକାରେ ୮୦ରେ ସୀମିତ ଥିଲା ଏହି ସରୀସୃପଙ୍କ ବସା ସଂଖ୍ୟା। ହେଲେ ଚଳିତବର୍ଷ ବସା ଗଣନା ପରେ ଏହି ସଂଖ୍ୟା ୧୦୧ରେ ପହଞ୍ଚିଥିବା ଜଣାପଡ଼ିଛି। […]

kendra para 2

kendra para 2

Rakesh Mallick
  • Published: Monday, 02 July 2018
  • Updated: 02 July 2018, 01:14 PM IST

Sports

Latest News

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଭିତରକନିକା ଅଭୟାରଣ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା। ଗୋଟିଏ ବର୍ଷ ଭିତରେ ଅଭୟାରଣ୍ୟରେ ୨୦ରୁ ଅଧିକ କୁମ୍ଭୀର ବସା ବଢ଼ିଥିବା ନେଇ ବନ ବିଭାଗର ସୂଚନା ଦେଇଛି। କନିକା ରେଞ୍ଜରେ ୮୪, ରାଜନଗରରେ ୧୩, ଗହିରମଥାରେ ୩ ଓ ମହାକାଳପଡ଼ାରେ ଗୋଟିଏ କୁମ୍ଭୀର ବସା ଚିହ୍ନଟ ହୋଇଛି। ଗତବର୍ଷ ଭିତରକନିକାରେ ୮୦ରେ ସୀମିତ ଥିଲା ଏହି ସରୀସୃପଙ୍କ ବସା ସଂଖ୍ୟା। ହେଲେ ଚଳିତବର୍ଷ ବସା ଗଣନା ପରେ ଏହି ସଂଖ୍ୟା ୧୦୧ରେ ପହଞ୍ଚିଥିବା ଜଣାପଡ଼ିଛି। ଏହାକୁ ନେଇ ପରବେଶପ୍ରେମୀ ଓ ବନ ବିଭାଗ ପୂରା ଖୁସ୍। ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଛି। ନଦୀ ଓ ପୋଖରୀରେ ଲୁଚି ରହିଥିବା କୁମ୍ଭୀର କେତେବେଳେ ଯେ ଆକ୍ରମଣ କରିବ ସେଇ ଆଶଙ୍କାରେ ଲୋକେ ଅହରହ ଘାଣ୍ଟି ହେଉଛନ୍ତି।

କୁମ୍ଭୀର ପାଇଁ ଏହି ଅ଼ଞ୍ଚଳ ଗୁଡ଼ିକରେ ସୃଷ୍ଟି ହୋଇଛି କୋକୁଆ ଭୟ। ଗତ ତିନିଦିନ ଭିତରେ କୁମ୍ଭୀର ହାବୁଡ଼ରେ ପଡ଼ି ଜଣଙ୍କ ଜୀବନ ଯାଇଛି। ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ବ୍ରାହ୍ମଣୀ ନଦୀ ଘାଟରେ ଗାଧୋଉଥିବା ବେଳେ ଗାଁର ଶରତ ମଳିକଙ୍କୁ ଟାଣି ନେଇଥିଲା କୁମ୍ଭୀର। ଦିନକ ପରେ ନଦୀ ଭିତରୁ ଉଦ୍ଧାର ହୋଇଥିଲା ତାଙ୍କ ମୃତଦେହ। ସେହିଭଳି ବେଲପାଳ ଗାଁର କୈଳାସ ସେଠୀ ବି କୁମ୍ଭୀର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସେ ଏବେ କଟକ ବଡ଼ ମେଡିକାଲେ ଚିକିତ୍ସାଧୀନ ଅଛନ୍ତି।

ଖାଲି ନଦୀ ଭିତରେ ନୁହେଁ ବରଂ ଅନେକ ସମୟରେ କୁମ୍ଭୀର ଜନବସତିକୁ ଚାଲି ଆସୁଥିବାରୁ ପ୍ରତି ମୂହୁର୍ତ୍ତରେ ଡରି ଡରି ବଞ୍ଚୁଛନ୍ତି ଆଳି, ରାଜନଗର, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ନଦୀ କୁଳିଆ ଲୋକେ। ବ୍ରାହ୍ମଣୀ ନଦୀ କୂଳରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଶହ ଶହ ଗାଁର ଲୋକେ କୁମ୍ଭୀର ପାଇଁ ଭୟ ଓ ଆଶଙ୍କାରେ ଦିନ କାଟୁଥିବା ବେଳେ ସରକାର ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story