ସାବତ ମା’ ଦେଲା ଶାସ୍ତି

ଗୁଣୁପୁର (ଇନ୍ଦ୍ରଜିତ ପଣ୍ଡା): ସୀମା ପାର କଲା ସାବତ ମା’ର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ଦେଲା କଡ଼ା ଶାସ୍ତି। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଉକୁମ୍ବା ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ସାବତ ପୁଅକୁ ଚେଙ୍କ ଦେଇଥିବା ନେଇ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ୍ […]

gunupur-1

gunupur-1

Niharika Rout
  • Published: Tuesday, 28 January 2020
  • Updated: 28 January 2020, 11:20 AM IST

Sports

Latest News

ଗୁଣୁପୁର (ଇନ୍ଦ୍ରଜିତ ପଣ୍ଡା): ସୀମା ପାର କଲା ସାବତ ମା’ର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ଦେଲା କଡ଼ା ଶାସ୍ତି। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଉକୁମ୍ବା ଅଞ୍ଚଳରେ।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ସାବତ ପୁଅକୁ ଚେଙ୍କ ଦେଇଥିବା ନେଇ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ୍ ଅଭିଯୁକ୍ତ ବାପା, ସାବତ ମାଆଙ୍କୁ ଥାନାକୁ ନେଇ ପଚରାଉଚରା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story