ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀ ଅଙ୍ଗରେ ଲାଗି ହେଲା ଓଷୁଅ

ପୁରୀ: ନୂତନ ଚତୁର୍ଦ୍ଧାବିଗ୍ରହ ଏବେ ଅଣସର ପିଣ୍ଡିରେ ଅଛନ୍ତି। ଦଇତାପତିମାନେ ମହାଅଣସରରେ ଜାରି ରଖିଛନ୍ତି ସପ୍ତାବରଣ ଗୁପ୍ତ ସେବା। ଗୁରୁବାର ମହାଅଣସରର ଶେଷ ପକ୍ଷ ସପ୍ତମୀ ତିଥି। ସୁଦୁ ସୁଆର ସେବାୟତଙ୍କ ଦ୍ୱାରା ପ୍ରସ୍ତୃତ ଓଷୁଅକୁ ଦଇତାପତି ସେବାୟତ ମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲେପନ କରୁଛନ୍ତି। ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ।

Jagannath

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 01:17 PM IST

Related story