ହଠାତ କାହିଁକି ଭଦ୍ରକ ସହରରେ ଜାରି ହେଲା ୧୪୪ ଧାରା?

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଗାନ୍ଧି ପଡ଼ିଆରେ ରାମନବମୀକୁ ଧୂମ୍‌ଧାମରେ ପାଳିତ କରାଯାଏ। ଏଥିରେ ଆଇନଶୃଙ୍ଖଳା ଓ ଶାନ୍ତି ବିଗିଡ଼ିବା ଆଶଙ୍କାକରି ଜିଲ୍ଲାପ୍ରଶାସନ ପକ୍ଷରୁ ସହରରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରଫ୍ୟୁ ବଳବତ୍ତର ରହିବ। ଏହି ସମୟ ଭିତରେ ୧୪୪ ଧାରା ଜାରି କରାଯାଇଥିବା ଅଞ୍ଚଳରେ ସଭା ସମିତି ଓ ଲୋକ ଏକତ୍ର ହୋଇପାରିବେ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସହରର ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। […]

carfue in bhadrak town

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 06:38 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଗାନ୍ଧି ପଡ଼ିଆରେ ରାମନବମୀକୁ ଧୂମ୍‌ଧାମରେ ପାଳିତ କରାଯାଏ। ଏଥିରେ ଆଇନଶୃଙ୍ଖଳା ଓ ଶାନ୍ତି ବିଗିଡ଼ିବା ଆଶଙ୍କାକରି ଜିଲ୍ଲାପ୍ରଶାସନ ପକ୍ଷରୁ ସହରରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟାଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରଫ୍ୟୁ ବଳବତ୍ତର ରହିବ। ଏହି ସମୟ ଭିତରେ ୧୪୪ ଧାରା ଜାରି କରାଯାଇଥିବା ଅଞ୍ଚଳରେ ସଭା ସମିତି ଓ ଲୋକ ଏକତ୍ର ହୋଇପାରିବେ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସହରର ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସହରରେ ଫୋର୍ସ ଫ୍ଲାଗମାର୍ଚ୍ଚ କରୁଛନ୍ତି।

Related story