କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ୱା ବ୍ଲକ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାଟ୍ଟଯୋଶୀଙ୍କ ଘର ଓ ନୂଆପଡ଼ା ସ୍ଥିତ ପୈତୃକ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଭିଜିଲାନ୍ସର ଦୁଇଟି ଟିମ୍‌ ଏହି ଚଢ଼ାଉ ଜାରି ରଖିଛି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଅଭିଯୋଗ ହୋଇଛି।

vigilance

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 08:55 AM IST

Related story