କଟକ: ଯୋବ୍ରାଠାରେ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଇଫତାର ପାର୍ଟି

କଟକ: ଚୌଦ୍ୱାର-କଟକ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଯୋବ୍ରାଠାରେ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ବିଜେଡି ନେତା ମଧୁସୂଦନ ସାହୁ, କଟକ ନଗର ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଫୁଲ ସିଂହ, ସିଏମସି ଡେପୁଟି ମେୟର ଅଜୟ କୁମାର ବାରିକ, କଟକ ନଗର ସଂଖ୍ୟାଲଘୁ ଫେ।ରମ ସଭାପତି ଏକ୍ରାମ ହୁସେନ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

bijujanatha

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 06:44 AM IST

Related story