କଟକରେ ଗୁଡ଼ି ଉଡ଼ାଇବା ଉପରେ କଟକଣା ଜାରି

କଟକ: କଟକରେ କେହି ଛାତ ଉପରେ ଗୁଡ଼ି ଉଡ଼ାଇ ପାରିବେନି।  ଗୁଡ଼ି ଉଡ଼ା ପାଇଁ ମାଞ୍ଜା ସୂତା, ପ୍ଲାଷ୍ଟିକ୍ ଓ ଚାଇନା ସୂତା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର  ମିଶ୍ର  ଆଜି କହିଛନ୍ତି। ସେ କହିଛନ୍ତି, “ଗୁଡ଼ି ଉଡ଼ାଯିବା ପାଇଁ ଖାଲି ସ୍ଥାନ ଚିହ୍ନଟ କରାଯିବ। ସେଠାରେ ସମସ୍ତେ ଗୁଡ଼ି ଉଡ଼ାଇ ପାରିବେ।” ପୂର୍ବରୁ ଗୁଡ଼ି ଉଡ଼ାକୁ ନେଇ ଅନେକ ସମୟରେ ଅଘଟଣ ଘଟିଥିବାରୁ ଏହି ନିର୍ଦ୍ଦେଶନାମା ଜାରି କରିଛି […]

kite

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 02:03 PM IST

କଟକ: କଟକରେ କେହି ଛାତ ଉପରେ ଗୁଡ଼ି ଉଡ଼ାଇ ପାରିବେନି।  ଗୁଡ଼ି ଉଡ଼ା ପାଇଁ ମାଞ୍ଜା ସୂତା, ପ୍ଲାଷ୍ଟିକ୍ ଓ ଚାଇନା ସୂତା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର  ମିଶ୍ର  ଆଜି କହିଛନ୍ତି।

ସେ କହିଛନ୍ତି, “ଗୁଡ଼ି ଉଡ଼ାଯିବା ପାଇଁ ଖାଲି ସ୍ଥାନ ଚିହ୍ନଟ କରାଯିବ। ସେଠାରେ ସମସ୍ତେ ଗୁଡ଼ି ଉଡ଼ାଇ ପାରିବେ।”

ପୂର୍ବରୁ ଗୁଡ଼ି ଉଡ଼ାକୁ ନେଇ ଅନେକ ସମୟରେ ଅଘଟଣ ଘଟିଥିବାରୁ ଏହି ନିର୍ଦ୍ଦେଶନାମା ଜାରି କରିଛି  ଜିଲ୍ଲା ପ୍ରଶାସନ।

Related story