କଟକରେ ଲାଗୁହେଲା ନୋ ହେଲମେଟ୍, ନୋ ପେଟ୍ରୋଲ ନିୟମ

କଟକ: ଭୁବନେଶ୍ୱର ପରେ ଆଜିଠୁ କଟକରେ ନୋ ହେଲମେଟ, ନୋ ପେଟ୍ରୋଲ ନିୟମ ଲାଗୁ ହୋଇଛି। ଫଳରେ ଗାଡ଼ିରେ ପେଟ୍ରୋଲ ପକାଇବାକୁ ହେଲେ  ଚାଳକ ହେଲମେଣ୍ଟ ପନ୍ଧିବା ବାଧ୍ୟତାମୂଳକ । ସହରର ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକ ଏହି ନିୟମ ପାଳନ କରିବେ। ନିୟମର କାର୍ଯ୍ୟକାରୀ ହେଉଛି କି ନାହିଁ, ତଦାରଖ ପାଇଁ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଜଣେ ଜଣେ ପୋଲିସ୍ କର୍ମଚାରୀ ମୁତୟନ ହେବେ। ଗତ ଜୁନ ୧୩ ତାରିଖରେ କମିଶନରେଟ୍ ପୋଲିସ ଓ ପେଟ୍ରୋଲ ପମ୍ପ […]

no helmet...

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 12:37 PM IST

କଟକ: ଭୁବନେଶ୍ୱର ପରେ ଆଜିଠୁ କଟକରେ ନୋ ହେଲମେଟ, ନୋ ପେଟ୍ରୋଲ ନିୟମ ଲାଗୁ ହୋଇଛି। ଫଳରେ ଗାଡ଼ିରେ ପେଟ୍ରୋଲ ପକାଇବାକୁ ହେଲେ  ଚାଳକ ହେଲମେଣ୍ଟ ପନ୍ଧିବା ବାଧ୍ୟତାମୂଳକ । ସହରର ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକ ଏହି ନିୟମ ପାଳନ କରିବେ। ନିୟମର କାର୍ଯ୍ୟକାରୀ ହେଉଛି କି ନାହିଁ, ତଦାରଖ ପାଇଁ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଜଣେ ଜଣେ ପୋଲିସ୍ କର୍ମଚାରୀ ମୁତୟନ ହେବେ। ଗତ ଜୁନ ୧୩ ତାରିଖରେ କମିଶନରେଟ୍ ପୋଲିସ ଓ ପେଟ୍ରୋଲ ପମ୍ପ ମାଲିକମାନଙ୍କ ଦ୍ୱାରା ଅନୁଷ୍ଠିତ ଏକ ବୈଠକରେ ଏହି ନିୟମକୁ କାର୍ଯ୍ୟକାରୀ ଲାଗି ଗୁରୁତ୍ୱ ଦିଅଯାଇଥିଲା।

Related story