କଟକ ଶିଶୁ ମୃତ୍ୟୁ ପ୍ରସଙ୍ଗ: ସରକାରଙ୍କୁ ସମାଲୋଚନା କଲେ ଅରୁଣ ସିଂ

ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ପ୍ରଭାରୀ ଅରୁଣ ସିଂ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ରୀୟ ଡାକ୍ତରୀ ଦଳକୁ ରାଜ୍ୟ ସରକାର ଫେରାଇ ଦେବା ଘଟଣାକୁ ଅରୁଣ ସିଂ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ସେ ଅଭିଯୋଗ କରିଛନ୍ତି। ଶିଶୁ ମୃତ୍ୟୁକୁ ରାଜ୍ୟ ସରକାର ଅତ୍ୟନ୍ତ ସମ୍ୱେଦନଶୀଳ ପ୍ରସଙ୍ଗ ଭାବେ ଗ୍ରହଣ କରିବା ଉଚିତ୍ ବୋଲି ଅରୁଣ କହିଛନ୍ତି ।

Arun Singh B

Arun Singh B

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 08:09 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story