କଟକକୁ ସ୍ମାର୍ଟ ସିଟିରୁ ବାଦ୍ ପ୍ରସଙ୍ଗ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍ 

କଟକ: କଟକକୁ କାହିଁକି ସ୍ମାର୍ଟ ସିଟି କରାଯିବ ନାହିଁ। ଏ ନେଇ କଟକ ସ୍ମାର୍ଟ ସିଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆବେଦନ କରାଯାଇଥିବା ଜନସ୍ୱାର୍ଥ ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏ ନେଇ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ୱର ୭ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି କରାଯିବ।

Orissa-High-Court

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 10:40 AM IST

Related story