ଦାଦାବଟି ନ ଦେବାରୁ ଠିକାଦାରଙ୍କ ଘର ଉପରକୁ ବୋମାମାଡ଼

କଟକ: ଦାଦାବଟି ନ ଦେବାରୁ  ନିଆଳିର ଜଣେ ଠିକାଦାର ରାଜକିଶୋର ରାଉତଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ  ବୋମାମାଡ଼ କରିଛନ୍ତି। ୨ଜଣ ଦୁର୍ବୃତ୍ତ ରାଜ କିଶୋରଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ। ପୂର୍ବରୁ କିଛି ଅସାମାଜିକ ଯୁବକ ରାଜ କିଶୋରଙ୍କୁ ବଟି ମାଗିଥିଲେ। କିନ୍ତୁ ସେ ଦାଦା ବଟି ଦେଇ ନ ଥିଲେ। ଦାଦା ବଟି ନ ଦେବା କାରଣରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

nn

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 02:03 PM IST

କଟକ: ଦାଦାବଟି ନ ଦେବାରୁ  ନିଆଳିର ଜଣେ ଠିକାଦାର ରାଜକିଶୋର ରାଉତଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ  ବୋମାମାଡ଼ କରିଛନ୍ତି। ୨ଜଣ ଦୁର୍ବୃତ୍ତ ରାଜ କିଶୋରଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲେ।

ପୂର୍ବରୁ କିଛି ଅସାମାଜିକ ଯୁବକ ରାଜ କିଶୋରଙ୍କୁ ବଟି ମାଗିଥିଲେ। କିନ୍ତୁ ସେ ଦାଦା ବଟି ଦେଇ ନ ଥିଲେ। ଦାଦା ବଟି ନ ଦେବା କାରଣରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story