ଏଥର ବାଲିଯାତ୍ରାକୁ ଆସୁଛନ୍ତି ଏହି ବଲିଉଡ୍‌ ସିଙ୍ଗର

କଟକ(ଓଡ଼ିଶା ରିପୋର୍ଟର):ନୂଆ ରୂପରେ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା। ପ୍ରଥମ ଥର ପାଇଁ ପଥଉତ୍ସବ ସହ ବୋଟିଂର ମଜା ନେବେ ଦର୍ଶକ। ଷ୍ଟଲ ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର। ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସର୍ବବୃହତ ଏହି ବାଣିଜିକ୍ୟ ମହାକୁମ୍ଭ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ନୂଆ ରୂପରେ ବାଲିଯାତ୍ରା କରିବା […]

s-90

s-90

Tapas Behera
  • Published: Sunday, 10 November 2019
  • Updated: 10 November 2019, 07:19 PM IST

କଟକ(ଓଡ଼ିଶା ରିପୋର୍ଟର):ନୂଆ ରୂପରେ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା। ପ୍ରଥମ ଥର ପାଇଁ ପଥଉତ୍ସବ ସହ ବୋଟିଂର ମଜା ନେବେ ଦର୍ଶକ। ଷ୍ଟଲ ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର।

ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସର୍ବବୃହତ ଏହି ବାଣିଜିକ୍ୟ ମହାକୁମ୍ଭ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ନୂଆ ରୂପରେ ବାଲିଯାତ୍ରା କରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ଯୋଜନା କରାଯାଇଛି। ପଥୋତ୍ସବ, ବୋଟିଂ, ସହ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ବଲିଉଡ୍ କଣ୍ଠଶିଳ୍ପୀ ଦିଲର ମେହେନ୍ଦି , ସୋନା ମହାପାତ୍ର ଓ କେ.କେ ସଂଗୀତ ପରିବେଷଣ କରିବେ।

ନୂଆ ରୂପରେ ହେବ ଐତିହାସିକ କଟକ ବାଲିଯାତ୍ରା   ଖାଲି ଷ୍ଟଲ ବୁଲା ନୁହାଁ ଏଥର ବୁଲାବୁଲି ସାଙ୍ଗକୁ ବୋଟିଂ ଏବଂ ପଥୋଉତ୍ସବର ମଧ୍ୟ ମଜା ଉଠାଇବେ ଦର୍ଶକ । ବାଲିଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି  ଷ୍ଟଲ ତିଆରି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ବୋଟିଂ ପାଇଁ ତିଆରି ହୋଇଛି ତିନୋଟି ସ୍ୱତନ୍ତ୍ର ପୁଷ୍କରିଣୀ । ଏଠାରେ ଦର୍ଶକ ସକାଳେ ଓ ସନ୍ଧ୍ୟାରେ ବୋଟିଂ କରିପାରିବେ। ଖାଲି ସେତିକି ନୁହେଁ ଏଥର ଅନ୍ୟ ଏକ ଆକର୍ଷଣ ରହିବ ପଥୋଉତ୍ସବ। ପ୍ରତିଦିନ ସକାଳୁ ପଥୋତ୍ସବ ସହ ସାଇକେଲିଂ, ଡ୍ୟାନ୍ସ ଓ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତଥର ବୈଷ୍ନବପାଣି ମଞ୍ଚ ସହ ୪ଟି ମଞ୍ଚ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପ୍ରଥମ ଥର ପାଇଁ ବଲିଓଡ କଣ୍ଠଶିଳ୍ପୀ ଦିଲହର ମେହେନ୍ଦି, ସୋନା ମହାପାତ୍ର ଓ କେ.କେଙ୍କ ଗୀତରେ ଝୁମିବେ ଦର୍ଶକ। କେବଳ ସେତିକି ନୁହେଁ ବାଲିଯାତ୍ରା ପଡିଆରେ ରିକ୍ସା ଓ ସାଇକେଲରେ ବୁଲି ମେଳା ଦେଖିବାର ମଜା ମଧ୍ୟ ନେଇପାରିବେ ଦର୍ଶକ ।

ସେଥିପାଇଁ 1500 ରିକ୍ସା ସହ ସାଇକେଲର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ୧୫୦୦ ରୁ ଅଧିକ ଷ୍ଟଲରେ ବାଲିଯାତ୍ରା  ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମେଳା ପଡ଼ିଆରେ ୫୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି, ଓ୍ୱାଚ ଟାଓ୍ୱାର, ସାଦା ପୋଷାକଧାରୀ ପୋଲିସ ଓ ସଶସ୍ତ୍ର ପୋଲିସ ବାହୀନ ମୁତୟନ ହେବେ। ଟ୍ରାଫିକ ବ୍ୟବସ୍ଥା ଓ ପାର୍କିଂ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ସେପଟେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷା ବାଲିଯାତ୍ରା ସ୍ୱତନ୍ତ୍ର  ଭିନ୍ନ ହୋଇଥିବାରୁ ବ୍ୟବସାୟ ମଧ୍ୟ ଭଲ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story