‘ଦେଶ ଓ ରାଜ୍ୟରେ କମିଛି ଅପରାଧ ହାର’
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶ ଓ ରାଜ୍ୟରେ ହ୍ରାସ ପାଇଛି ଅପରାଧ ହାର। ବର୍ତ୍ତମାନ ସାଇବର ଓ କୋଷ୍ଟାଲ ସୁରକ୍ଷା ପ୍ରମୁଖ ସମସ୍ୟା ପାଲଟିଛି। ଗ୍ୱାଲିୟର ଡିଜିପି ସମ୍ମିଳନୀରୁ ଫେରିବା ପରେ ଓଡ଼ିଶା ପୋଲିସ ଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି। ସେ କହିଛନ୍ତି-“ଗ୍ୱାଲିୟର ଡିଜିପି ସମ୍ମିଳନୀରେ ସାଇବର, କୋଷ୍ଟାଲ ସୁରକ୍ଷା, ମାଓବାଦୀ ସମସ୍ୟା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କନ୍ଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ ଭାର ଦେବାକୁ ଚିନ୍ତା କରାଯାଉଛି।“
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶ ଓ ରାଜ୍ୟରେ ହ୍ରାସ ପାଇଛି ଅପରାଧ ହାର। ବର୍ତ୍ତମାନ ସାଇବର ଓ କୋଷ୍ଟାଲ ସୁରକ୍ଷା ପ୍ରମୁଖ ସମସ୍ୟା ପାଲଟିଛି। ଗ୍ୱାଲିୟର ଡିଜିପି ସମ୍ମିଳନୀରୁ ଫେରିବା ପରେ ଓଡ଼ିଶା ପୋଲିସ ଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି।
ସେ କହିଛନ୍ତି-“ଗ୍ୱାଲିୟର ଡିଜିପି ସମ୍ମିଳନୀରେ ସାଇବର, କୋଷ୍ଟାଲ ସୁରକ୍ଷା, ମାଓବାଦୀ ସମସ୍ୟା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କନ୍ଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ ଭାର ଦେବାକୁ ଚିନ୍ତା କରାଯାଉଛି।“