ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଆଖି ପିଛୁଳାକେ ଖାଲି ହୋଇଗଲା ପୂରା ଆକାଉଣ୍ଟ। ସାଇବର ଠକମାନେ ବ୍ୟାଙ୍କରେ ଥିବା ସେଭିଂ ଆକାଉଣ୍ଟରୁ ୨ ଲକ୍ଷ ୪୫ ହଜାର ଓ ଫିକ୍ସ ଡିପୋଡିଟ୍‌ ଥିବା ୧୦ ଲକ୍ଷ ଟଙ୍କା ଲୁଟି ନେଲେ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳରୁ। ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜୋତ୍ସ୍ନା ପାତ୍ରଙ୍କର ବାଲେଶ୍ୱର ସହର ଇଣ୍ଡସଇଣ୍ଡ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‌ ଓ ଅଢେଇ ଲକ୍ଷ ଟଙ୍କାର ସେଭିଙ୍ଗ […]

cyber-loot

cyber-loot

Manoranjan Sial
  • Published: Wednesday, 29 December 2021
  • Updated: 29 December 2021, 06:01 PM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଆଖି ପିଛୁଳାକେ ଖାଲି ହୋଇଗଲା ପୂରା ଆକାଉଣ୍ଟ। ସାଇବର ଠକମାନେ ବ୍ୟାଙ୍କରେ ଥିବା ସେଭିଂ ଆକାଉଣ୍ଟରୁ ୨ ଲକ୍ଷ ୪୫ ହଜାର ଓ ଫିକ୍ସ ଡିପୋଡିଟ୍‌ ଥିବା ୧୦ ଲକ୍ଷ ଟଙ୍କା ଲୁଟି ନେଲେ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳରୁ।

ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜୋତ୍ସ୍ନା ପାତ୍ରଙ୍କର ବାଲେଶ୍ୱର ସହର ଇଣ୍ଡସଇଣ୍ଡ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‌ ଓ ଅଢେଇ ଲକ୍ଷ ଟଙ୍କାର ସେଭିଙ୍ଗ ଥିଲା। ଗତକାଲି ଅର୍ଥାତ ୨୮ ତାରିଖରେ ଫିକ୍ସ ଡିପୋଜିଟ୍‌ ଥିବା ୧୦ ଲକ୍ଷ ଟଙ୍କା ସାଇବର ଠକ ଠକି ନେଇଥିଲେ। ଆଜି ଏ ସମ୍ପର୍କରେ ଜୋତ୍ସ୍ନା ଓ ତାଙ୍କ ସ୍ୱାମୀ ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ ଅଭିଯୋଗ କରିଥିଲେ। ଏଥିସହିତ ତାଙ୍କ ସେଭିଂ ଆକାଉଣ୍ଟକୁ ବ୍ଲକ୍‌ କରିବା ପାଇଁ ନିବେଦନ କରିିଥିଲେ।

ମ୍ୟାନେଜର ଅଭିଯୋଗ ଶୁଣିବା ପରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଆକାଉଣ୍ଟ ବ୍ଲକ୍‌ କରିନଥିଲେ ମ୍ୟାନେଜର। ଯାହାଫଳରେ ସେମାନଙ୍କ ଉପସ୍ଥିତିରେ ସେଭିଂ ଆକାଉଣ୍ଟରେ ଥିବା ୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏଥିପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଖାମ୍‌ଖିଆଲ ନୀତକୁ ଦାୟି କରିଛନ୍ତି ଜୋତ୍ସ୍ନା ଓ ତାଙ୍କ ସ୍ୱାମୀ।

ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story