ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା, ଗୋଟିଏ କ୍ଲିକ୍‌ରେ ଖାଲି ହୋଇଗଲା ଆକାଉଣ୍ଟ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ବ୍ୟାଙ୍କରେ ରଖିଥିଲେ ନିଜର କଷ୍ଟ ଉପାର୍ଜିତ ଟଙ୍କା। ଭାବିଥିଲେ ସେହି ଟଙ୍କାରେ ଝିଅ ବାହାଘର କରିବେ। ହେଲେ ନିମିଶକେ ସବୁ ହୋଇଗଲା ଗୋଲ୍‌। ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟ ସଫା କରିଦେଲେ ସାଇବର ଠକ। ଆଜି ଏପରି ଅଭିଯୋଗ ଆସିଛି ମାଲକାନଗିରିରୁ। ପୂରା ଘଟଣାଟି ଏମିତି। କାଲିମେଳା ବ୍ଲକର ଏମ୍‌ପିଭି-୩୧ ଗାଁର ସମୀର କୁମାର ଗୋପ। ଝିଅ ବାହାଘର ପାଇଁ ଷ୍ଟେଟ୍‌ ବ୍ୟାଙ୍କରେ ଟଙ୍କା ରଖିଥିଲେ। ଥରେ ସେ କାଲିମେଳା ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରେ […]

marriage

marriage

Manoranjan Sial
  • Published: Tuesday, 06 December 2022
  • Updated: 06 December 2022, 08:01 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ବ୍ୟାଙ୍କରେ ରଖିଥିଲେ ନିଜର କଷ୍ଟ ଉପାର୍ଜିତ ଟଙ୍କା। ଭାବିଥିଲେ ସେହି ଟଙ୍କାରେ ଝିଅ ବାହାଘର କରିବେ। ହେଲେ ନିମିଶକେ ସବୁ ହୋଇଗଲା ଗୋଲ୍‌। ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟ ସଫା କରିଦେଲେ ସାଇବର ଠକ। ଆଜି ଏପରି ଅଭିଯୋଗ ଆସିଛି ମାଲକାନଗିରିରୁ।

ପୂରା ଘଟଣାଟି ଏମିତି। କାଲିମେଳା ବ୍ଲକର ଏମ୍‌ପିଭି-୩୧ ଗାଁର ସମୀର କୁମାର ଗୋପ। ଝିଅ ବାହାଘର ପାଇଁ ଷ୍ଟେଟ୍‌ ବ୍ୟାଙ୍କରେ ଟଙ୍କା ରଖିଥିଲେ। ଥରେ ସେ କାଲିମେଳା ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରେ କ୍ରିଡିଟ୍‌ କାର୍ଡ କରିବା ପାଇଁ ତାଙ୍କୁ କୁହାଯାଇଥିଲା। ଏଥିପାଇଁ କିଛି ଡକୁମେଣ୍ଟ ମଗା ଯାଇଥିଲା।

ଦିନେ ହଠାତ ସମୀରଙ୍କ ମୋବାଇଲକୁ ଏକ ଲିଙ୍କ ଆସିଲା। ‘ତୁମର ୟୁନୋ ବ୍ୟାଙ୍କ’ କାମ କରୁନଥିବା ତୁରନ୍ତ ଚାଲୁ କରିବାକୁ ଏହି ଲିଙ୍କରେ କ୍ଲିକ୍‌ କରିବାକୁ କୁହାଯାଇଥିଲା। ସମୀର କିଛି ନବୁଝି କ୍ରେଡିଟ୍‌ କାର୍ଡ ମିଳିବ ଭାବି ଲିଙ୍କରେ କ୍ଲିକ୍‌ କରିଥିଲେ। ଏପରି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ତା’ପରେ ସମୀରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ ଆସିଥିଲା।

ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କ ଅଫିସର ବୋଲି କହିଥିଲେ। ‘ମୋତେ ତୁମର ଓଟିପି ନମ୍ବର ଦିଅନାହିଁ, ତୁମର ସମସ୍ତ କାମ ମୁଁ କରିଦେଉଛି’ ବୋଲି କହି ସେ ଏନିଡେସ୍କ ଡାଉନଲୋଡ୍‌ କରିବାକୁ କହିଥିଲା। ସମୀର ତାଙ୍କ କଥାରେ ପଡ଼ି ଏନିଡେସ୍କ ଡାଉନଲୋଡ୍‌ କରିଥିଲେ। ଏନିଡେସ୍କ ଇନ୍‌ଷ୍ଟଲ୍‌ କରୁ କରୁ କିଛି ମିନିଟ୍‌ ଭିତରେ ସମୀରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୮୪ ହଜାର ଟଙ୍କା କଟି ଯାଇଥିଲା। ଏହା ଦେଖି ସମୀରଙ୍କ ମୁଣ୍ଡ କାମ କରିନଥିଲା। ସେ ବ୍ୟାଙ୍କରେ ଅଭିଯୋଗ କରି ଆକାଉଣ୍ଟ ବନ୍ଦ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story