ଆସୁଛି ବାତ୍ୟା ‘ଜୱାଦ’: ଓଡ଼ିଶା ପ୍ରତି ବିପଦ ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ତା’ର ନାଁ ‘ଜୱାଦ’ ରହିବ। ଭାରତୀୟ […]

Cyclone

Cyclone

Ordigital Desk
  • Published: Saturday, 27 November 2021
  • Updated: 27 November 2021, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ତା’ର ନାଁ ‘ଜୱାଦ’ ରହିବ।

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ଘଣ୍ଟା ଭିତରେ ଏହି ଲଘୁଚାପ ବଳୟ ଅଧିକ ସ୍ପଷ୍ଟ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଡିସେମ୍ବର ୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ। ଏହାପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।

ସେହିପରି ସ୍କାଇମେଟ୍ ୱେଦର ସର୍ଭିସର ପୂର୍ବାନୁମାନ ଅନୁସାରେ, ଏହି ଲଘୁଚାପ ଅଧିକ ଘନୀଭୂତ ହେବା ପାଇଁ ପରିବେଶ ଅନୁକୂଳ ମଧ୍ୟ ରହିଛି। ସାମୁଦ୍ରିକ ତାପମାତ୍ରା ଓ ପବନର ଗତିକୁ ମଧ୍ୟ ଏହି ଲଘୁଚାପକୁ ଅଧିକ ଘନୀଭୂତ କରାଇବାରେ ସହାୟକ ହେବ। ଆଣ୍ଡାମାନ ସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି, ଯାହାକି ବାତ୍ୟାର ରୂପ ନେଇ ଓଡ଼ିଶା, ବାଲାଂଦେଶ ଓ ଉତ୍ତର-ପୂର୍ବ ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

NCEP-GFS, ECMWF, ACCESS-G3, INCOIS, IMD ଭଳି ପାଣିପାଗ ସଂସ୍ଥାର ଆକଳନ କହୁଛି ଯେ ବାତ୍ୟା ପାଇଁ ଉପଯୁକ୍ତ ପାଗ ନଭେମ୍ବର ୩୦ରୁ ଡିସେମ୍ବର ୩ ମଧ୍ୟରେ ବଙ୍ଗୋପସାଗରେ ଦେଖିବାକୁ ମିଳିବ। NCEP-GFS, ECMWF, ACCESS-G3 and INCOISର ମଡେଲ ଅନୁଯାୟୀ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଆଣ୍ତାମାନ ସାଗରରୁ ଦକ୍ଷିଣ ବଙ୍ଗୋପସାଗର ଆଡ଼େ ଗିତି କରିବ। ଏହାପରେ ଏହା ଘନୀଭୂତ ହେବା ଆରମ୍ଭ ହେବ। ଘନୀଭୂତ ଅବସ୍ଥାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼େ ଯିବ।

ତେବେ ଏହା ଅଧିକ ଭୟଙ୍କର ହେବନାହିଁ। ଏହି ସିଷ୍ଟମ ସହ ଘଣ୍ଟାପ୍ରତି ୮୩ କିମି ବେଗରେ ପବନ ବହିବ। ଏହାର ଅର୍ଥ କେବଳ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବ ଓ ଏହା ଭୀଷଣ ରୂପ ନେବନାହିଁ। INCOISର ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା କ୍ରିଷ୍ଣା ଓ ପୂର୍ବ ଗୋଦାବରୀ ମଝିରେ ଡିସେମ୍ବର ୪ରେ ମାଡ଼ ହେବ। ECMWF ମଧ୍ୟ କହିଛି ଯେ ଡିସେମ୍ବର ୪ ତାରିଖ ମଧ୍ୟରାତ୍ରରେ ବାତ୍ୟାଟି କ୍ରିଷ୍ଣା ଓ ଗୋଦାବରୀ ଜିଲ୍ଲାରେ ମାଡ଼ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ତେବେ ACCESS G3 ଓ NCEP-GFSର ଆକଳନ କିଛି ଓଲଟା କଥା କହିଛି। ଏହି ଦୁଇ ସଂସ୍ଥା କହିଛନ୍ତି, ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳ(ପ୍ରାୟ କାକିନାଡା) ଆଡ଼େ ଯିବ। ଏହାପରେ ସେଠାରୁ ଦିଗ ବଦଳାଇ ଉତ୍ତରପୂର୍ବ ଦିଗ ଅର୍ଥାତ ଓଡ଼ିଶା ଉପକୂଳକୁ ଆସିବ। ଓଡ଼ିଶ ଦେଇ ଏହା ଡିସେମ୍ବର ୪-୫ ତାରିଖରେ ପଶ୍ଚିମବଙ୍ଗର ୨୪ ପ୍ରଗଣାରେ ଲ୍ୟାଣ୍ଡଫଲ କରିବ। ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ପବନ ହିଁ ବାତ୍ୟାକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ନେଇଯିବ ବୋଲି ACCESS G3 ଓ NCEP-GFS ଆକଳନ କରିଛନ୍ତି।

ଓଡ଼ିଶା ଉପରେ ପ୍ରଭାବ 

ବାତ୍ୟା ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱର ଓ କଟକରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଅଧା ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ମୟୂରଭଞ୍ଜ ଓ କେନ୍ଦୁଝରରେ ବି ବର୍ଷାର ଆଶଙ୍କା ରହିଛି। ପୁରୀରେ ସବୁଠାରୁ ଅଧିକ ବର୍ଷା ହୋଇପାରେ।

ଡିସେମ୍ବର ୫ରେ ପୂରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। NCEP କହିଛି ଯେ ୨୪ ଘଣ୍ଟାରେ ୫୦ରୁ ୧୦୦ ମିମି ବର୍ଷା ହୋଇପାରେ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ୪୦ରୁ ୭୭ ମିମି ବର୍ଷା ହେବ ବୋଲି ସୂଚନା ଦେଇଛି।

ଡିସେମ୍ବର ୬ରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଉପକୂଳ ଜତଲ୍ଲାରେ ଡିସେମ୍ବର ୪-୬ରୁ ମଧ୍ୟରେ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। 

ରାଜଧାନୀ ବାତ୍ୟାର ପ୍ରଭାବ

NCEP-GFSର ଆକଳନ ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଡିସେମ୍ବର ୪ରେ ପ୍ରାୟ ୭୦ ମିମି ବର୍ଷା ହୋଇପାରେ। ୪ ଓ ୫ ତାରିଖରେ ପବର ବେଗ ବେଳେବେଳେ ୩୩ରୁ ୫୭ କିମି ରହିବ। ୩ ତାରିଖରୁ ହିଁ ଆକାଶ ମେଘାଚ୍ଛନ୍ନ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story